ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ପଞ୍ଚମ ଟେଷ୍ଟ ଶେଷ ହୋଇଛି। ଏହା ବ୍ୟତୀତ ଏଥିରେ ଭାରତ ଆଜି ପରାଜୟ ଗ୍ରହଣ କରି ଥିଲା। ତେବେ ଏଥିରେ ଭାରତ ଅନେକ ପ୍ରୟାସ କରିବା ପରେ ମଧ୍ୟ ଶେଷରେ ଭାରତ ବିଜୟୀ ହୋଇ ପାରି ନଥିଲା। ତେବେ ପାଞ୍ଚ ମ୍ୟାଚ ଥିବା ଏହି ଟେଷ୍ଟ ମ୍ୟାଚ ସିରିଜ ୨-୨ ରେ ବାରାଵର ହୋଇ ଯାଇଛି ଏହା ବ୍ୟତୀତ ଏଥିରେ ଉଭୟ ଦଳ ବିଜୟୀ କିମ୍ବା ପରଜୟୀ ହୋଇ ନାହାନ୍ତି।

ତେବେ ଏହି ଶେଷ ଟେଷ୍ଟ ମ୍ୟାଚରେ ଜନି ବେୟାରଷ୍ଟୋ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିଲେ ସେ ଉଭୟ ପାରିରେ ଶତକ ଲଗାଇବା ସହିତ ନିଜର ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ ଏହା ବ୍ୟତୀତ ଏହି ସିରିଜରେ କିନ୍ତୁ ଉଭୟ ଦଳ ପକ୍ଷରୁ ଜଣେ ଜଣେ ଖେଳାଳି ମ୍ୟାନ ଅଫ ଦି ସିରିଜ ହୋଇ ଥିବାର ଦେଖିବାକୁ ମିଳିଛି।ତେବେ ଭାରତ ଏହି ମ୍ୟାଚରେ ବିଜୟୀ ହେବା ପାଇଁ ଅନେକ ପ୍ରୟାସ କରିଥିଲା କିନ୍ତୁ ସଫଳ ହୋଇ ପାରି ନଥିଲା।
ଏହା ବ୍ୟତୀତ ରୁଟ ଏହି ସିରିଜରେ ୭୦୦ ରୁ ଅଧିକ ରନ ସଂଗ୍ରହ କରି ଏହା ଦେଖାଇ ଦେଇଛନ୍ତି କି ସେ କେଉଁଭଳି ଫର୍ମରେ ରହିଛନ୍ତି। ତେବେ ସେ ବହୁତ ଭଲ ଫର୍ମରେ ଥିବା କଥା ଜଣା ପଡ଼ିଛି। ସେ ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଯାହା ତାଙ୍କର ଦଳକୁ ବିଜୟୀ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲା।ଏହା ବ୍ୟତୀତ ଯଶପ୍ରୀତ ବୁମରା ଏହି ସିରିଜରେ ପାଞ୍ଚ ମ୍ୟାଚରେ ୨୪ ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।