ନାମ ବଡ଼ ଏବଂ କାମ ଛୋଟ ଏହି କଥା କୁ ଏବେ ରାହୁଲ ,ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ କୁହାଯାଉଛି। କେ ଏଲ ରାହୁଲ ତ ଆଇପିଏଲରେ ରନ କରିଛନ୍ତି ହେଲେ କୋହଲି ଆଉ ରୋହିତ ଶର୍ମା ଫେଲ ମାରିଛନ୍ତି ଏହାକୁ ଦେଖି ପୂର୍ବ କ୍ୟାପଟେନ ଏବଂ ୱାଲ୍ଡକପ ବିଜେତା କହିଛନ୍ତି ଏହି ୩ ଜଣ ନ ଖେଳିପାରିଲେ ଏ ମାନଙ୍କୁ ଟିମରୁ ବାହାର କରିଦେବାକୁ ମାନେ କି ରାହୁଲ,ରୋହିତ ଏବଂ କୋହଲିକୁ ଟିମରେ ଖେଳିବାକୁ ସ୍ଥାନ ନ ଦିଆ ଯାଉ।

କିନ୍ତୁ କପିଲ ଦେବ ଏମିତି କାହିଁକି କହିଛନ୍ତି ଆସନ୍ତୁ ଦେଖିବା। ରୋହିତ ଆଇପିଏଲରେ ଫେଲ,ବିରାଟ ମଧ୍ୟ ଆଇପିଏଲରେ ପେଲ କିନ୍ତୁ ରାହୁଲଙ୍କ ଆଇପିଏଲରେ ରନ କିନ୍ତୁ ଭାରତ ଟିମରେ ତାଙ୍କ ପ୍ରଦର୍ଶନ ଏତେ ଖାସ ନୁହେଁ।ଏହି ୩ ଜଣଙ୍କ ଦଳରେ ପ୍ରଦଶର୍ନ ବହୁତ ଖରାପ ଏହା ଆମେ ନୁହେଁ ତାଙ୍କ ରିପୋର୍ଟ କହୁଛି। ଏବେ ମଧ୍ୟ ଟିମ ଭାରତର ପୂର୍ବ କ୍ୟାପଟେନ ଏହି ୩ ଜଣଙ୍କ ଖେଳିବା ଷ୍ଟାଇଲ ଉପରେ କଥା ଉଠାଇଛନ୍ତି। କ୍ରିକେଟର ଏହି ସବୁଠୁ ଛୋଟ ଫର୍ମାଟ ରେ ଏହି ୩ ଜଣଙ୍କ ଖେଳ ଉପରେ କପିଲ ଦେବ ବହୁତ ନିରାଶ ଅଛନ୍ତି। ସେ କହିଛନ୍ତି ଯେ ସେ ତିନି ଜଣ ବହୁତ ବଡ଼ ଖେଳାଳିଙ୍କୁ ଏବଂ କଷ୍ଟ ସମୟରେ ଅସିକି ଏମାନେ ଜୋରରେ ମଧ୍ୟ ରନ କରିପାରିବେ କିନ୍ତୁ ଯେତେବେଳେ ଟିମକୁ ଦରକାର ହୁଏ ସେତେବେଳେ ଏମାନେ ଜଲଦି ଆଉଟ ହେଇଯାଆନ୍ତି।
ଏହି ବର୍ଷ ଅକ୍ଟୋବର ଆଉ ନଭେମ୍ବରରେ ଟି-୨୦ ହେବାକୁ ଯାଉଛି ଏବଂ ସେଥିରେ ଏହି ୩ ଜଣଙ୍କ ବ୍ୟାଟିଂରୁ ଟିମ ବହୁତ ପ୍ରଭାବ ପଡିପାରେ। ସେ ଏକ ନ୍ୟୁଜ ଚ୍ୟାନେଲରେ କହିଛନ୍ତି ଯେ ଏହି ୩ ଜଣ ହେଉଛନ୍ତି ବହୁତ ବଡ଼ ଖେଳାଳି ଏବଂ ତାଙ୍କ ଉପରେ ବହୁତ ଚାପ ରହୁଚି ଯାହା ନ ରହିବା ଦରକାର। ସେମାନେ ଚାହିଁଲେ ୧୫୦-୧୬୦ ଷ୍ଟ୍ରାଇକ ରେଟରେ ରନ କରିପାରିବେ। କିନ୍ତୁ ଯେତେବେଳେ ଦରକାର ହୁଏ ଏମାନେ ଆଉଟ ହେଇଯାଆନ୍ତି ଯେତେବେଳେ ଆମକୁ ଜଲଦି ରନ ଦରକାର ଏମାନେ ଜଲଦି ଆଉଟ ହେଇଯାଆନ୍ତି। ଆମେମାନେ ଜାଣିଛନ୍ତି ଏମାନେ କେମତି ଭାରତ ବନାମ ପାକିସ୍ତାନ ମ୍ୟାଚରେ ଫେଲ ମାରିଯାଇଥିଲେ କିନ୍ତୁ ବିରାଟ ରନ କରିଥିଲେ।
?️World Cup-winning captain Kapil Dev feels having a big reputation is not enough, players also have to deliver great performances under pressure?#KapilDev #ViratKohli #RohitSharma #KLRahul #IndianCricketTeam pic.twitter.com/x73Epa3pHB
— CricTracker (@Cricketracker) June 6, 2022
ତେବେ ଆପଣଙ୍କ ମତ କଣ କମେଣ୍ଟରେ ଜଣାନ୍ତୁ। ବିରାଟ , ରୋହିତ ଏବଂ ରାହୁଲ ଉଚ୍ଚସ୍ତରୀୟ ଖେଳାଳି ଅଟନ୍ତି। ଏହି ୩ ଜଣ ଅନେକ ଶତକ ବି ଲଗାଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।