କେ ଏଲ ରାହୁଲଙ୍କ ବଡ଼ ଖୁଲାସା! କାହିଁକି ପଞ୍ଜାବ ଛାଡି ଯୋଡି ହେଲେ ଲକ୍ଷନୌ ସହିତ! ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: IPL ଆରମ୍ଭ ମାର୍ଚ୍ଚ ୨୬ କୁ ହେବାର ଅଛି। ପ୍ରଥମ ମ୍ୟାଚ KKR ସହିତ CSK ର ହେବାର ଅଛି। ପୂର୍ବ ବର୍ଷ CSK ଚମ୍ପିୟାନ ହୋଇଥିଲା। ଏହି ବର୍ଷ IPL ରେ ଦୁଇଟି ନୂଆ ଟିମ ଯୋଡି ହୋଇଛନ୍ତି। ସେହି ଟିମ ଗୁଜୁରାଟ ଏବଂ ଲକ୍ଷନୌ ଅଟେ। ଲକ୍ଷନୌ ସୁପର ଜାଏଣ୍ଟସର ଅଧିନାୟକ କେ ଏଲ ରାହୁଲ ଆଇପିଏଲ ୨୦୨୨ରେ ନଜର ନୂଆ ଟିମକୁ ସଫଳତା ଦେବାକୁ ପୁରା ଚେଷ୍ଟା କରିପାରନ୍ତି। ସେ ଟିମରେ ଅନୁଭବୀ ଓ ଅଳ୍ପ ଅନୁଭବୀ ଖେଳାଳିଙ୍କ ସହ ମିଶି ଟ୍ରଫି ଜିତିବା ପାଇଁ ପୁରା ପ୍ରୟାସ କରିପାରନ୍ତି।

Google

ପଞ୍ଜାଵ କିଙ୍ଗସର ଅଧିନାୟକ ରହି ସାରିଥିବା କେ ଏଲ ରାହୁଲଙ୍କ ପାଖରେ ପ୍ରେସରରେ ଅଧିନାୟକତ୍ୱ କରିବାର ପୁରା ଅନୁଭବ ଅଛି। ଏହି ମୁଖ୍ୟ କାରଣ ଅଟେକି ତାଙ୍କୁ ଲକ୍ଷନୌ ଟିମର ନୂତନ ଅଧିନାୟକ କରାଯାଇଛି। ଆଇପିଏଲ ୨୦୨୨ ଆରମ୍ଭ ହେବା ପୂର୍ବରୁ ରାହୁଲ ବୟାନ ଦେଇଛନ୍ତି କି କଣ ପାଇଁ ସେ ନୂତନ ଟିମକୁ ଯିବାକୁ ଫଇସଲା କରିଥିଲେ।

ରେଡ ବୁଲ କ୍ରିକେଟ ସହ କଥା ହୋଇ ରାହୁଲ କହିଛନ୍ତି ମୋର ଅନୁସାରେ ଲକ୍ଷନୌ ଟିମ ସହିତ ଅଳ୍ପ ସମୟରେ ମୋର ଯେଉଁ ସମୟ କଟିଛି ତାହା ମୋର ନୂଆ ଅନୁଭବ ଅଟେ। ଏହାର କାରଣ ଅଟେକି ମୁଁ କେବେ ମିଟିଙ୍ଗରେ ବସିନଥିଲି।ଯେଉଁଠି ଆମେ। ପ୍ରତ୍ୟେକ ଖେଳାଳିକୁ ନେଇ ଚର୍ଚ୍ଚା କରୁଛୁ କେଉଁ ପରି ଆମେ ନୂତନ ଟିମକୁ ସ୍ଥାପିତ କରିବୁ ଓ ଆମର କଣ ଆବଶ୍ୟକତା ରହିଛି। ଆପଣ ଜାଣିଛନ୍ତି କି ଆମର ମୁଖ୍ୟ ଆବଶ୍ୟକତା କଣ। ଆପଣ ଜାଣିଛନ୍ତି କି ଅକ୍ସନରେ କଣ ଘଟିଛି। ଆପଣ ଜାଣିଛନ୍ତି ଅକ୍ସନ ପୂର୍ବରୁ ନୂଆ ରିଟେନସନ ଓ ଯାହା ମୋ ପାଇଁ ନୂଆ ଥିଲା।

ନୂଆ ଟିମରେ ମିଶିବା ଦ୍ଵାରା ଖୁସି ଅଛି:

କଥାବାର୍ତ୍ତା ସମୟରେ ରାହୁଲ କହିଛନ୍ତି ଏହା ମୋ ପାଇଁ ବହୁତ ମଜେଦାର ଅନୁଭବ ଥିଲା। ନୂଆ ଟିମର ଅଂଶ ହେବା ଦ୍ଵାରା ମୁଁ ବହୁତ ଖୁସି ଅଛି। ଏହା ମତେ ବହୁତ ଉତ୍ସାହିତ କରିଛି ତେଣୁ ନୂଆ ଟିମ ସହିତ ବହୁତ କିଛି ଶିଖିବାକୁ ଚାହିଁବି। ଏହା ଏପରି କିଛି ଯାହା ମୋ ଯାତ୍ରାରେ ମୋ ପାଇଁ ଭଲଅଟେ।

ସେ କହିଛନ୍ତି ଏହା ମତେ ଜଣେ ବ୍ୟକ୍ତି ଓ ଜଣେ କ୍ରିକେଟର ରୂପରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଏହା ମୋ ପାଇଁ ରୋମାଞ୍ଚକ ହେବ,ମୁଁ ବାସ୍ତବରେ ଆଗକୁ ଦେଖୁଛି ଆମ ପାଇଁ କଣ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *