ଭାରତର ପୂର୍ବ ଷ୍ଟାର ବ୍ୟାଟ୍ସମାନଙ୍କ ବଡ଼ ବୟାନ: ଅକ୍ସନକୁ ଆସିଲେ ଏହି ଖେଳାଳି ହେବେ IPL ଇତିହାସରେ ସବୁଠୁ ଅଧିକ ଦାମରେ କିଣା! ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ?

Google

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ର ତିନିଟି ମ୍ୟାଚର ସିରିଜ ଖେଳା ଯାଉଥିଲା, ଯେଉଁଥିରେ ଭାରତ ୩-୦ ରେ ସିରିଜ ନିଜ ନାମରେ କରିଦେଇଛି। ଏହି ସିରିଜରେ ଭାରତୀୟ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ବହୁତ ଭଲ ପ୍ରଦର୍ଶନ କରିଛନ୍ତି କିନ୍ତୁ ଯଦି ଆପଣଙ୍କୁ କେହି ଜଣେ ପଚାରେ କି ଭାରତର ସବୁଠାରୁ ଭଲ ଟି-୨୦ ଖେଳାଳି କିଏ। ତେବେ ଆପଣ କହିବେ ରୋହିତ ଶର୍ମା।କାରଣ ସେ ଟି-୨୦ ରେ ସବୁଠାରୁ ଅଧିକ ଶତକ ଲଗାଇଛନ୍ତି ଆଉ କେତେ କହିବେ ବିରାଟ କୋହଲି। କାରଣ ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠାରୁ ଅଧିକ ରନ କରି ନାମ କରିଛନ୍ତି।

କିଛି ଲୋକ କହିବେ ଲୋକେଶ ରାହୁଲ ଭାରତର ସବୁଠାରୁ ଭଲ ଟି-୨୦ ଖେଳାଳି। କାରଣ ଗତ ୨ ବର୍ଷରେ ଲୋକେଶ ରାହୁଲ ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ବହୁତ ଭଲ ଅଟେ।

Google

କିନ୍ତୁ ଏବେ ଭାରତର ପୁର୍ବ କ୍ରିକେଟରରୁ କମେଣ୍ଟର ହେଇଥିଲେ ଆକାଶ ଚୋପ୍ରା କହିଥିଲେ କି ଭାରତର ସବୁଠାରୁ ଭଲ ଟି-୨୦ କ୍ରିକେଟର କିଏ। ଏହା ସହ ସେ ଏମିତି କହିଥିଲେ କି ଯଦି ଆଇପିଏଲ ଅକ୍ସନରେ ସେ ଆସନ୍ତି ତେବେ ସେ IPL ଇତିହାସରେ ଖେଳାଳି କିଣା ହୋଇଥିବା ଦାମ ଠୁ ଅଧିକ ଦାମରେ କିଣା ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଆକାଶ ଚୋପ୍ରା କାହାକୁ କହିଛନ୍ତି ଟି-୨୦ର ସବୁଠାରୁ ବେଷ୍ଟ ଖେଳାଳି।

ତାଙ୍କର କହିବା ଅନୁସାରେ ଲୋକେଶ ରାହୁଲ ହେଉଛନ୍ତି ଭାରତର ସବୁଠାରୁ ଭଲ କ୍ରିକେଟ ଖେଳାଳି। ସେ ତାଙ୍କ ତାରିଫରେ କେତେ କଣ କହିଛନ୍ତି। ସେ କହିଛନ୍ତି କି ଯଦି କେ ଏଲ ରାହୁଲଙ୍କୁ ପଞ୍ଜାବ ରିଲିଜ କରିଦିଏ ଓ ସେ ନିଲାମିରେ ସାମିଲ ହୁଅନ୍ତି। ତେବେ ସେ ଆଇପିଏଲ ଇତିହାସର ସବୁଠାରୁ ଅଧିକ ଟଙ୍କାରେ ବିକ୍ରି ହେବା ଖେଳାଳି ହେବେ।

Google

ରୋହିତ ଶର୍ମା ଓ କେଏଲ ରାହୁଲ ରାଞ୍ଚିରେ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କ ଅନୁସାରେ କେ ଏଲ ରାହୁଲଙ୍କ ବିଷୟରେ ପୁଣି ଥରେ କହୁଛି କି ସେ ଭାରତର ସବୁଠାରୁ ଭଲ ଟି-୨୦ ଖେଳାଳି ଅଟନ୍ତି। ଆଉ ତାଙ୍କ ଠାରୁ ଭଲ କ୍ରିକେଟର କେହି ନୁହନ୍ତି। ଯଦି ସେ ଆଇପିଏଲରେ ନିଲାମ ହୁଅନ୍ତି ତେବେ ସେ ସବୁଠାରୁ ମହଙ୍ଗା ଖେଳି ଭାବେ କିଣା ଯିବେ।

ଆପଣ ତାଙ୍କୁ ଯେତେ ବି ଜୋରରେ ବଲ ପକାନ୍ତୁ ଆପଣଙ୍କୁ ସେ କଭରରେ ଛକା ମାରିବେ। ଏହା ସହ ମୁଁ ତାଙ୍କର ବହୁତ ବଡ଼ ପ୍ରଶଂସକ। ଏମିତି ଅନେକ ମ୍ୟାଚରେ ଲୋକେଶ ରାହୁଲ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି। ସେ ଦୁଇଟି ଆଇପିଏଲ ମଧ୍ୟ ଖେଳିଛନ୍ତି।ଏବଂ ଭାରତ ପାଇଁ ସେ ଟି-୨୦ରେ ଯେଉଁ ପ୍ରକାର ବ୍ୟାଟିଂ କରୁଛନ୍ତି ସେଥିରେ କିଛି ଦ୍ଵନ୍ଦ ନାହିଁ କି ସେ ଭାରତର ସବୁଠାରୁ ଭଲ ଟି-୨୦ ଖେଳାଳି। ଏହା କହିଛନ୍ତି ପୂର୍ବ କ୍ରିକେଟର ତଥା କମେଣ୍ଟଟର ଆକାଶ ଚୋପ୍ରା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *