ଆପଣ ମାନେ ପ୍ରାୟ ଜାଣିଥିବେ ଏହି କିଛି ଦିନ ପରେ ଭାରତର କ୍ରିକେଟ ଦଳ ଜିମ୍ବାୱେ ଗସ୍ତରେ ଯିବାର ଅଛି। ଆଉ ଏହି ଟିମରେ ଭାରତର ଜେତେକ ଅନୁଭବୀ ଖେଳାଳି ମାନଙ୍କୁ ବିଶ୍ରାମ ଦିଆ ଯାଇଛି। ଏହି ଗସ୍ତରେ ରାହୁଲଙ୍କୁ ମଧ୍ୟ ସ୍ଥାନ ମିଳିପାରି ନାହିଁ। ତେଣୁ ଭାରତର ସମସ୍ତ କ୍ରିକେଟ ପ୍ରେମୀ ଜାଣିବାକୁ ଚାହୁଁଥିଲେ ଯେ ରାହୁଲଙ୍କୁ କାହିଁକି ଟିମରେ ନିଆ ଯାଇନାହିଁ। ଏହି କଥାକୁ ନେଇ ରାହୁଲ ପ୍ରତିକ୍ରିୟା ରଖିଛନ୍ତି।

ଏହାର ପ୍ରତିକ୍ରିୟା ଦେବାକୁ ଯାଇ ରାହୁଲ ନିଜର ଟ୍ୱିଟର ଏକାଉଣ୍ଟରେ ଏକ ଲେଟର ପୋଷ୍ଟ କରିଛନ୍ତି। ସେ କହିଛନ୍ତି ମୋର ଫିଟନେସକୁ ନେଇ ମୁଁ କିଛି କହିବାକୁ ଚାହୁଁଛି।ସେ କହିଛନ୍ତି ଜୁନରେ ମୋର ସର୍ଜରି ହୋଇଥିଲା। ଆଉ ସେ କହିଛନ୍ତି ୱେଷ୍ଟ ଇଣ୍ଡିଜ ଯିବା ପାଇଁ ସେ ତାଙ୍କର ଟ୍ରେନିଂ ଆରମ୍ଭ କରି ଦେଇଥିଲେ। ମାତ୍ର ସେହି ସମୟରେ ସେ ଜାଣିବାକୁ ପାଇଥିଲେ କି ତାଙ୍କୁ କ-ରୋ-ନା ହୋଇ ଯାଇଛି। ସେ କହିଛନ୍ତି ସେ ଯେତେବେଳ ଟ୍ରେନିଂ ସାରିବାର ସମୟ ଆସିଥିଲା ସେ କ-ରୋ-ନା ରେ ଆକ୍ରାନ୍ତ ହୋଇ ଯାଇଥିଲେ। ସେ କହିଛନ୍ତି ଯେତେ ଶୀଘ୍ର ହେବ ମୁକ୍ତ ହୋଇ ଦେଶ କାମରେ ଲାଗିଯିବେ ବୋଲି।

ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ କିଛି ଘୋଷଣା କରାଯାଇ ନ ଥିଲେ ମଧ୍ୟ ରାହୁଲ ନିଜ ପଟୁ ଏହାର ସ୍ପଷ୍ଟୀକରଣ କରିଛନ୍ତି କି ସେ କାହିଁକି ଜିମ୍ବାୱେ ଗସ୍ତରେ ଯାଉ ନାହାଁନ୍ତି। ରାହୁଲ ଭାରତର ଜଣେ ବଡ ଖେଳାଳି ସେ ଭାରତ ପାଇଁ ବହୁତ ଭଲ ଭଲ ମ୍ୟାଚ ଖେଳିଛନ୍ତି ଆଉ ସେହି ମ୍ୟାଚକୁ ଜିତିଛନ୍ତି। କାରଣ ସେ ଜଣେ ବହୁତ ଭଲ ଖେଳାଳି। ଅନୁମାନ କରୁଛୁ କି ରାହୁଲ ଶୀଘ୍ର ଜାତୀୟ ଦଳରେ ସାମିଲ ହେବେ।
⏳💙🇮🇳🙏🏽 pic.twitter.com/2ULENT5Puk
— K L Rahul (@klrahul) July 30, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।