ବଡ଼ ଖବର: କେ ଏଲ ରାହୁଲ ବନିବେ ODI କ୍ୟାପଟେନ! ଋତୁରାଜ ଗାଏକବାଡ଼ କରିପାରନ୍ତି ଓପନିଙ୍ଗ!

ତେବେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି ଏହା ଆମେ ସମସ୍ତେ ଭଲ ଭାବରେ ଜାଣୁ। ତେବେ ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ପ୍ରଥମ ଟେଷ୍ଟ ସିରିଜ ଖେଳି ପାରି ନଥିଲେ। ଯାହା ଫଳରେ ସେ ସିଧା ସଳଖ ଭାବରେ ଦିନିକିଆ ଦଳରେ ଖେଳିବେ ବୋଲି କୁହା ଯାଇଥିଲା। ତେବେ ଏହି ଘଟଣା ସବୁ ପରେ ଆଉ କିଛି ବି ଶୁଣିବାକୁ ମିଳୁଛି।

ତେବେ ରୋହିତ ଶର୍ମା ଆଘାତ କାରଣରୁ ଟେଷ୍ଟ ଦଳରେ ଖେଳି ପାରି ନଥିଲେ। ଏହା ସହିତ ସେ ଆଗାମୀ ଦିନିକିଆ ଦଳରେ ଖେଳିବା ପାଇଁ ବାଙ୍ଗାଲୋର ଠାରେ ରହି ସେଠାରେ ନିଜର ଫିଟନେସ ପରୀକ୍ଷା ଦେଉଛନ୍ତି। ତେବେ ସେଠାରେ ସେ ନିଜର ଫିଟନେସ ପରୀକ୍ଷାରେ ମଧ୍ୟ ସଫଳ ହୋଇ ପାରି ନାହାଁନ୍ତି। ତେବେ ଏହା ଅନୁମାନ କରାଯାଉଛି କି ସେ ହୁଏତ ଆଗାମୀ ଦିନିକିଆ ଦଳରେ ମଧ୍ୟ ଖେଳି ନ ପାରନ୍ତି। ତେବେ ଯଦି ଏପରି ହୁଏ ତେବେ ତାଙ୍କ ସ୍ଥାନରେ କେ ଏଲ ରାହୁଲ ଦିନିକିଆ ଦଳର ଅଧିନାୟକ ହେବେ।

KL Rahul to Captain India in South Africa ODI Series if Rohit Sharma  Doesn't Get Fit in Time:
Google

ତେବେ ରୋହିତ ଶର୍ମା ଆଘାତ କାରଣରୁ ସମ୍ପୂର୍ଣ୍ଣ ଭାବରେ ଫିଟ ହୋଇ ନାହାନ୍ତି। ତେବେ ରୋହିତ ଶର୍ମା ଅଧିନାୟକ ହେବା ପରେ ଏହା ତାଙ୍କର ଦିନିକିଆ ହିସାବରେ ପ୍ରଥମ ସିରିଜ ଥିଲା। ଯାହା ଫଳରେ ସେ ଦିନିକିଆରେ ଭାରତର ନେତୃତ୍ୱ କରିବାକୁ ଯାଉଥିଲେ କିନ୍ତୁ ଏହି ଆଘାତ କାରଣରୁ ତାଙ୍କ ସ୍ଥାନରେ କେ ଏଲ ରାହୁଲ ଅଧିନାୟକ ହେବା ପାଇଁ ଯାଉଛନ୍ତି। ତେବେ ଯଦି ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବରେ ଫିଟ ନ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ଚୟନ କରାଯିବ।

ତେବେ ଯଦି ରୋହିତ ଶର୍ମା ସମ୍ପୂର୍ଣ୍ଣ ଭାବରେ ଫିଟ ନ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଶିଖର ଧୱନଙ୍କୁ ଦଳରେ ଚୟନ କରାଯାଇ ପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହା ସହିତ ଋତୁରାଜ ଗାଏକବାଡ ମଧ୍ୟ ବହୁତ ଭଲ ଫର୍ମରେ ଥିବାରୁ ହୁଏତ ତାଙ୍କୁ ମଧ୍ୟ ଦଳରେ ଚୟନ କରାଯାଇ ପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଏହା ଦେଖିବାକୁ ବାକି ରହିଲା କି ଯଦି ରୋହିତ ଶର୍ମାଙ୍କ ଚୟନ ନ ହୁଏ ତେବେ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ। ରୋହିତ ଟି-୨୦ ରେ ଅଧିନାୟକ ହେବା ପରେ ସିରିଜ ଖେଳିଥିଲେ ଏବଂ ରିପୋର୍ଟ ଅନୁସାରେ ଆଘାତ କାରଣରୁ ସେ ଟେଷ୍ଟ ସିରିଜରୁ ମଧ୍ୟ ବହାରିଯାଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *