କହିରଖିବୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆଗକୁ ହେବାର ଅଛି। ହେଲେ ବଡ଼ କଥା ଏହା କି ସୂଚନା ଅନୁସାରେ ରୋହିତ ଶର୍ମା ଟେଷ୍ଟରୁ ବାହାରିବା ପରେ କିଏ ହେବ ଦଳର ଉପ ଅଧିନାୟକ? ଏହାକୁ ନେଇ କେତେକ କ୍ରିକେଟ ପ୍ରେମୀ ଆଶାବାଦୀ ଥାଇପାରନ୍ତି।
ତେବେ କହିରଖିବୁ ଏକ ବିଶେଷ ସୂତ୍ରରୁ ଜଣା ଯାଉଛି କି ଉପ ଅଧିନାୟକ ପଦ ରୋହିତଙ୍କ ଅନୁପସ୍ଥିତରେ ସାଉଥ ଆଫ୍ରିକା ଟୁରରେ କେ ଏଲ ରାହୁଲଙ୍କୁ କରାଯିବ। ରାହୁଲ ଜଣେ ସୁନ୍ଦର ବ୍ୟାଟ୍ସମାନ ଅଟନ୍ତି। ଆଇପିଏଲ କଥା କହିବା ତ ସେ IPL ରେ ସୁନ୍ଦର ବ୍ୟାଟିଂ କରିବାର ନଜର ଆସିଛନ୍ତି। ସେ IPL ରେ ପଞ୍ଜାବ କିଙ୍ଗସର କ୍ୟାପଟେନ୍ସି କରୁଥିଲେ ହେଲେ ଏଥର ପଞ୍ଜାବ ପକ୍ଷରୁ ସେ ରିଟେନ ହୋଇନାହାନ୍ତି।
KL Rahul to don vice-captaincy hat for Test series against SA – Report https://t.co/CCz5xnTCCw
— Hindustan Times (@HindustanTimes) December 18, 2021
ଯାହା ରିପୋର୍ଟସ୍ ରୁ ଜଣା ଯାଉଛି କେ ଏଲ ରହିଲା ଲକ୍ଷନୌ ଟିମ ପକ୍ଷରୁ ଖେଳିବାର ନଜର ଆସିପାରନ୍ତି। ତେବେ ସାଉଥ ଆଫ୍ରିକା ବିପକ୍ଷ ସିରିଜରେ କଣ ରାହୁଲ ହେଲେ ଦଳ ପାଇଁ ଭଲ ହେବ? ତାହା କମେଣ୍ଟ ବିଭାଗରେ ଜଣାନ୍ତୁ।
ସମ୍ଭାବ୍ୟ ପ୍ଲେଇଁ ଇଲେଭେନ: ବିରାଟ କୋହଲି (କ୍ୟାପଟେନ), କେ ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର, ଋଷଭ ପନ୍ତ, ହନୁମା ବିହାରୀ, ଆର ଅଶ୍ୱିନୀ, ସାରଦୁଲ ଠାକୁର/ଇଶାନ୍ତ ଶର୍ମା, ଯସପ୍ରୀତ ବୁମରା, ମହମ୍ମଦ ସିରାଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।