ହରଭଜନ ସିଂ ବାଛିଲେ ଟେଷ୍ଟ ଟିମ, ଦଳରେ ନାହାନ୍ତି ଧୋନି ଏବଂ କୋହଲି! ପଢନ୍ତୁ ପୁରା ଖବର

ତେବେ ଆମେ ସମସ୍ତେ ଭାରତୀୟ ଦଳର ପୂର୍ବତନ ଖେଳାଳୀ ହରଭଜନ ସିଂଙ୍କୁ ପ୍ରାୟ ଭଲ ଭାବରେ ଜାଣୁ। ସେ ନିଜର ଏକ ଟେଷ୍ଟ ଦଳ ଚୟନ କରିଛନ୍ତି। ତେବେ ଏହି ଦଳରେ ସେ ଅନେକ ପ୍ରସିଦ୍ଧ କ୍ରିକେଟ ଖେଳାଳି ମାନଙ୍କୁ ସ୍ଥାନ ଦେଇଛନ୍ତି କିନ୍ତୁ ସେ ଏହି ଦଳରେ ଆଉ କିଛି ଖେଳାଳି ମାନଙ୍କୁ ସ୍ଥାନ ମଧ୍ୟ ଦେଇ ନାହାନ୍ତି ଯାହା କେତେକଙ୍କୁ ବହୁତ ଅଧିକ ଚକିତ କରିଦେଇଛି। ତେବେ ସେ ନିଜର ଏହି ଦଳରେ ବିରାଟ କୋହଲିଙ୍କ ଭଳି ପ୍ରସିଦ୍ଧ ଖେଳାଳିଙ୍କ ମଧ୍ୟ ସ୍ଥାନ ଦେଇ ନାହାନ୍ତି।

Google

ଏହା ସହିତ ସେ ନିଜର ଏହି ଦଳରେ ଧୋନି ଓ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ସ୍ଥାନ ଦେଇ ନାହାନ୍ତି। ତେବେ ସେ ଏହି ଦଳରେ ଷ୍ଟିଭ ୱେଗଙ୍କୁ ଦଳର ଅଧିନାୟକ କରିଛନ୍ତି। ଦଳର ଓପନିଂ ପାଇଁ ସେ ଦଳରେ କୁକ ଓ ଷ୍ଟିଭ ୱେଗଙ୍କୁ ରଖିଛନ୍ତି।ଏହା ସହିତ ମଧ୍ୟଭାଗରେ ବ୍ୟାଟିଂ ପାଇଁ ସେ ଲାରା,ସଚିନ ଓ ୱେଢଙ୍କୁ ସ୍ଥାନ ଦେଇଛନ୍ତି। ଏହା ସହିତ ଆଲରାଉଣ୍ଡର ପାଇଁ ସେ ଦଳରେ ଯ୍ୟାକ କ୍ୟାଲିସଙ୍କୁ ଦଳରେ ସ୍ଥାନ ଦେଇଛନ୍ତି।ସେ ୱିକେଟ କିପିଂ ପାଇଁ ସାଙ୍ଗାକାରା ଓ ସ୍ପିନ ବଲ ପକାଇବା ପାଇଁ ସେନ ୱାର୍ଣ,ଦୃତ ବୋଲିଙ୍ଗ ପାଇଁ ୱାସିମ ଅକ୍ରମ,ଜେମସ ଆଣ୍ଡରସନଙ୍କ ଭଳି ବୋଲରଙ୍କୁ ସେ ଦଳରେ ସ୍ଥାନ ଦେଇଛନ୍ତି। ଏହା ସହିତ ହରଭଜନ ସିଂ ଟି-୨୦ ଦଳରେ ମଧ୍ୟ କୋହଲିଙ୍କୁ ସ୍ଥାନ ଦେଇ ନଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *