IND vs NZ: କୋହଲି ଟିମକୁ ଫେରିଲେ କିଏ ହେବ ବାହାର? ବ୍ୟାଟିଙ୍ଗ କୋଚ ଦେଲେ ଜବାବ..

ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପ ପରେ ନ୍ୟୁଜିଲ୍ୟାଣ୍ଡ ସହ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଏହା ପରେ ତାଙ୍କୁ କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ମଧ୍ୟ ବିଶ୍ରାମ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ ସହ ଦ୍ୱିତୀୟ ଟେଷ୍ଟରେ ଫେରିବେ ବୋଲି ଜଣା ଯାଉଛି। ସେ ଟିମକୁ ଆସିବା ପରେ କେଉଁ ଖେଳାଳି ଟିମରୁ ବାହାରିବେ ଏହାକୁ ନେଇ ବ୍ୟାଟିଙ୍ଗ କୋଚ ବିକ୍ରମ ରାଠୋଡଙ୍କୁ ପଚରାଯାଇଥିଲା।

Google

ପୂର୍ଵ ଓପନର ବିକ୍ରମ ରାଠୋଡ଼ ଏହାର କୌଣସି ନିଶ୍ଚିତ ଜବାବ ଦେଇନାହାନ୍ତି କି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଫେରିବା ପରେ କେଉଁ ଖେଳାଳି ଚୂଡାନ୍ତ ଏକାଦଶରୁ ବାହାରିବ। ରାଠୋଡ କହିଛନ୍ତି,”ଆଗାମୀ ମୁମ୍ବାଇ ଟେଷ୍ଟରେ ଅଧିନାୟକ କୋହଲି ଫେରିବେ । ଯେବେ ଆମେ ମୁମ୍ବାଇରେ ପଂହଁଚିବୁ ଏହା ଉପରେ ଫଇସଲା କରିବୁ। ଏବେ ଧ୍ୟାନ ଏହି ମ୍ୟାଚ ଉପରେ ଅଛି। ଏହି ମ୍ୟାଚ ଜିତିବାକୁ ହେବ। ଯେବେ ମୁମ୍ବାଇ ପହଂଚିବେ ସେବେ ଏହା ଉପରେ କଥା ହେବା”।

ରାଠୋଡ଼ ପ୍ରାୟ ପୁରା ଭଲ ଭାବେ ଜାଣିଛନ୍ତି କି ରାହାଣେ ଓ ପୂଜାରା ଏପରି ଭାରତୀୟ ଖେଳାଳି ଅଟନ୍ତି ଯିଏକି ନିଜ ଟେଷ୍ଟ କ୍ୟାରିୟରର ଶେଷ ସମୟରେ ଅଛନ୍ତି। ଶ୍ରେୟସ ଅୟରଙ୍କ ଡେବ୍ୟୁ ମ୍ୟାଚରେ ୧୦୫ ଓ ୬୫ ରନର ପାରି ପରେ ଏହି ମୁମ୍ବାଇର ଖେଳାଳିକୁ ବାହାରେ ରଖାଯାଇପାରିବନି। ଏହା ପ୍ରାୟ ନିଶ୍ଚିତ କି ୩ ନଭେମ୍ବରରୁ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ରାଠୋରଙ୍କୁ ଦୁହିଁଙ୍କ ଫର୍ମକୁ ନେଇ ପ୍ରଶ୍ନର ସାମ୍ନା କରିବାକୁ ହେବ।

Google

ସେ କହିଛନ୍ତି,”ନିଶ୍ଚିତ ରୂପରେ ଆପଣ ଶୀର୍ଷ କ୍ରମରେ ଯୋଗଦାନ ଚାହୁଁଛନ୍ତି। କିନ୍ତୁ ଯେଉଁ କ୍ରିକେଟରଙ୍କ କଥା ଆପଣ କହୁଛନ୍ତି ସେ ୮୦-୯୦ ଟେଷ୍ଟ ଖେଳିସାରିଲାଣି”। ରାଠୋର ବର୍ତ୍ତମାନର ଅଧିନାୟକ ରାହାଣେଙ୍କର ୧୯.୫୭ ର ଔସତ ଓ ପୂଜାରାଙ୍କର ୩୦.୪୨ ର ଔସତକୁ ବଞ୍ଚାଇ କହିଛନ୍ତି ,”ନିଶ୍ଚିନ୍ତ ରୂପରେ ଏତେ ସାରା ମ୍ୟାଚ ଖେଳି ଆମ ପାଇଁ ଭଲ କରିଛନ୍ତି”।

ରାଠୋଡ କହିଛନ୍ତି,”ମୁଁ ଜାଣିଛି ଏବେ ଦୁହେଁ ଖରାପ ଫର୍ମ ଦେଇ ଗତିକରୁଛନ୍ତି କିନ୍ତୁ ଅନେକ ଥର ଆମ।ପାଇଁ ଗୁରୁତ୍ୱପୂର୍ଣ୍ଣ ପାରି ଖେଳିଛନ୍ତି”। ଗୋଟେ ଖେଳାଳିକୁ ଫର୍ମ। ପାଇଁ କେତେ ଟେଷ୍ଟ ଦିଆଯିବ ୧୫-୨୦?ସେ କହିଛନ୍ତି ଏହା ପାଇଁ ସଂଖ୍ୟା ନିଶ୍ଚିନ୍ତ କରାଯାଇନାହିଁ। ଏହା ନିର୍ଭର କରିଥାଏକି କେଉଁ ସ୍ଥିତିରେ ଅଛନ୍ତି ଓ ଟିମକୁ କଣ କରିବାର ଆବଶ୍ୟକତା ରହିଛି।

ତେବେ ଆୟର ଭଲ ଫର୍ମରେ ଅଛନ୍ତି। ତେଣୁ ଆୟର ଖେଳିପାରନ୍ତି ବୋଲି ମୁମ୍ବାଇ ଟେଷ୍ଟ ଅନୁମାନ ହେଉଛି। ହେଲେ ବାହାରିବ କିଏ?

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *