ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ମୁମ୍ବାଇ ବିପକ୍ଷରେ ସୁନ୍ଦର ବ୍ୟାଟିଂ କରୁଥିଲେ। ଏହା ସହ ମୁମ୍ବାଇର ବୋଲର ମାନଙ୍କୁ ମଜା ଚଖାଉଥିଲେ।କିନ୍ତୁ ତାଙ୍କୁ ଆମ୍ପାୟର ଆଉଟ କରିଥିଲେ। ଏଲବିଡବ୍ଲୁ ଆଉଟ ହେବା ପରେ ବିରାଟ କୋହଲି ବହୁତ ରାଗରେ ଥିଲେ।ତାଙ୍କ ଠାରୁ ଅଧିକ ପ୍ରାୟ ତାଙ୍କ ଫ୍ୟାନସ୍ ମାନେ ରାଗିଥିଲେ। ସୋସିଆଲ ମିଡିଆରେ ସେହି ଅମ୍ପାୟର ନାମରେ କେତେ କଣ ଚର୍ଚ୍ଚା ହୋଇଥିଲା।ବିରାଟ କୋହଲି ରାଗିବା ପରେ ଯାହା ହେଲା ତାହା ସମସ୍ତଙ୍କୁ ଚମକାଇ ଦେଲା।ଆଜି ଜାଣିବା କଣ ପାଇଁ ତାଙ୍କର ଏହି ଆଉଟ ବିବାଦରେ ପରିଣତ ହୋଇଥିଲା।

ବିରାଟ କୋହଲି ମୁମ୍ୱାଇ ଇଣ୍ଡିଆନସ୍ ବିପକ୍ଷରେ ଅର୍ଦ୍ଧ ଶତକ କରିବା ପାଇଁ ୨ ରନରୁ ବଞ୍ଚିତ ହୋଇଗଲେ।ସେ ଏଲବିଡବ୍ଲୁ ଆଉଟ ହୋଇଥିଲେ।ସେ ସେତେବେଳେ ଆଉଟ ହୋଇଥିଲେ ଯେତେବେଳେ ବାଙ୍ଗାଲୋରକୁ ୮ ରନ ଦରକାର ଥିଲା।ଆଉ କୋହଲି ଯିବା ପରେ ମ୍ୟାକ୍ସୱେଲ ମ୍ୟାଚ ଜିତାଇ ଦେଇଥିଲେ।
କିନ୍ତୁ କୋହଲି ଆଉଟ ହେବା ଏକ ବିବାଦ ହୋଇ ସାରିଛି।ଏହା ସହ ସେ ଆଉଟ ହେବା ପରେ ନିଜ ମଇଦାନରେ ଅନେକ ପାଟି କରିଥିଲେ।ଏହା ସହ ବଲକୁ ଜୋରରେ ମାଟିରେ ମାରିଥିଲେ। ଏଥିରୁ ଜଣା ପଡ଼ୁଛି କି କୋହଲି ଆମ୍ପୟରର ଡିଶିସନକୁ ନେଇ କେତେ ରାଗିଥିଲେ।୪୮ ରନରେ ବଲ ପକାଇବା ବେଳେ ସେହି ବଲ କୋହଲିଙ୍କ ଗୋଡରେ ଲାଗିଥିଲା। ଆମ୍ପାୟାର ବିରାଟ କୋହଲିଙ୍କୁ ଏଲବିଡବ୍ଲୁ ଆଉଟ କରାଇ ଦେଇଥିଲେ।
We were just reading through the MCC Laws of Cricket for LBW decisions, and here’s what we found. 🤔🤭
Unfortunate that Virat Kohli had to walk back disappointed after a brilliant knock.#PlayBold #WeAreChallengers #IPL2022 #Mission2022 #RCB #ನಮ್ಮRCB pic.twitter.com/fSEj1CaKOW
— Royal Challengers Bangalore (@RCBTweets) April 10, 2022
ବିରାଟ କୋହଲି ମଧ୍ୟ ତୁରନ୍ତ ରିଭ୍ୟୁ ପାଇଁ କହିଥିଲେ।ଏହା ପରେ ମଧ୍ୟ ଥାର୍ଡ ଅମ୍ପାୟାର ଚେକ ମଧ୍ୟ ହୋଇଥିଲା।କିନ୍ତୁ କୌଣସି ଭଲ ଖବର ମିଳି ନଥିଲା।କିଛି କିଛି ଫରକ ଦେଖା ଯାଉଥିଲା।ଯେମିତି ଲାଗୁଥିଲା କି ବଲ ବ୍ୟାଟରେ ବାଜିଛି। କିନ୍ତୁ ଥାର୍ଡ ଆମ୍ପୟର ଅନ ଫିଲ୍ଡ ଆମ୍ପାୟାର ଡିଶିସନକୁ ଫାଇନାଲ ଡିଶିସନ କହିଥିଲା। ଆଉ କୋହଲି ଆଉଟ ହୋଇଥିଲେ।ଯାହା ପରେ କୋହଲି ବହୁତ ରାଗି ଯାଇଥିଲେ। ସ୍ୱଭାବିକ ବି ହୋଇପାରେ ବ୍ୟାଟରେ ବାଜି କିପରି ଥାର୍ଡ ଅମ୍ପାୟାରା ଏହାକୁ ଆଉଟ ଦେଲେ?
ଆମ୍ପାୟାର ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା।କିଛି କହିଥିଲେ କି କୋହଲି ଓ ଆମ୍ପାୟାରଙ୍କର ଶତ୍ରୁତା ଅଛି ଓ କିଛି ଆମ୍ପାୟାର ବିକି ଯାଇଥିବାର ମଧ୍ୟ କହିଥିଲେ।ଏବେ କୋହଲି ଆଉଟ କି ନଟ ଆଉଟ ଏହା ଉପରେ ଚର୍ଚ୍ଚା ଚାଲିଛି।କୋହଲି ସିନା ନିଜ ଅର୍ଦ୍ଧ ଶତକ କରି ପାରିଲେ ନାହିଁ କିନ୍ତୁ ଆରସିବି ମ୍ୟାଚ ଜିତି ନିଜ ଫ୍ୟାନସ୍ ମାନଙ୍କୁ ଏହି ମେସେଜ ଦେଇ ଦେଇଥିଲେ କି ରନ ମେସିନ କୋହଲି ଏବେ ଆସି ଯାଇଛନ୍ତି।ଆଉ ଆରସିବିର ପରବର୍ତ୍ତୀ ମ୍ୟାଚ ୧୨ ଏପ୍ରିଲ CSK ବିପକ୍ଷରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।