IPL ୨୦୨୨ :ବିରାଟ କୋହଲି ଆରସିବି ପାଇଁ କଲେ ବଡ଼ ତ୍ୟାଗ, ପୂର୍ଵ ଖେଳାଳି ଖୋଲିଲେ ରାଜ, ପଢନ୍ତୁ ପୁରା ଖବର

ଅନେକ ଦିନର ଆଲୋଚନା ପରେ ଏବେ ଆଇପିଏଲର ଆଗାମୀ ସିଜନ ପାଇଁ ୮ ଟି ଯାକ ଟିମ ନିଜ ରିଟେନ ଲିଷ୍ଟ ଜାରି କରିଦେଇଛନ୍ତି। ସବୁ ଟିମଙ୍କୁ ରିଟେନରେ ଅତି ବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ ପାଇ ଅନୁମତି ମିଳିଥିଲା। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପୂର୍ଵ ଅଧିନାୟକ ବିରାଟ କୋହଲିଙ୍କ ସହ ଅନ୍ୟ ତିନୋଟି ଖେଳାଳିଙ୍କୁ ରିଟନ କରିବା ପାଇଁ ଫଇସଲା କରିଛନ୍ତି। ନିଏକି ଟିମ ସହିତ ରହିବେ, ଭାରତୀୟ ଏକଦିବସିୟ ଓ ଟେଷ୍ଟ ଅଧିନାୟକଙ୍କ ସହ ଆରସିବି ଅଷ୍ଟ୍ରେଲିଆର ଅଲରାଉଣ୍ଡର ମାକ୍ସୱେଲ ଓ ପ୍ରେସର ମହମ୍ମଦ ସିରାଜଙ୍କୁ ରିଟେନ କରିଥିବାର ଜଣା ଯାଇଛି।

Google

କିନ୍ତୁ ଏଠାରେ ସବୁଠୁ ବଡ଼ କଥା ଏହାକି ଆରସିବି ସହିତ ରହିବା ପାଇଁ ବିରାଟ କୋହଲି କମ ଦରମା ନେଇଛନ୍ତି। ଆରସିବିର ନମ୍ବର ୧ ପିକ ହେବା ପରେ ମଧ୍ୟ ବିରାଟ କୋହଲି ୨୦୧୮ରେ ଦିଆଯାଇଥିବା ୧୭ କୋଟି ବଦଳରେ ଏବେ ୧୫ କୋଟି ନେଇଛନ୍ତି। ଆରସିବିର ପୂର୍ଵ ଖେଳାଳି ପାର୍ଥି ପଟେଲ ଘୋଷଣା କରିଛନ୍ତି କି କୋହଲି ଟିମର ହିତ ପାଇଁ ଏପରି ଫଇସଲା ନେଇଛନ୍ତି।

ବିରାଟ କୋହଲି ଟିମର ହିତ ପାଇଁ ଏପରି କରିଛନ୍ତି:

ପାର୍ଥିବ ପଟେଲ କହିଛନ୍ତି କି ବିରାଟ ଏଥିପାଇଁ ଏପରି କରିଛନ୍ତି କି ଯାହା ଦ୍ୱାରା ଟିମ ପାଖରେ ଖର୍ଚ୍ଚ କରିବା ପାଇଁ ଅଧିକ ଟଙ୍କା ରହିବ। ଷ୍ଟାର ସ୍ପୋର୍ଟ ସହିତ କଥା ହୋଇ ପାର୍ଥିବ ପଟେଲ କହିଛନ୍ତି,”ବିରାଟ ଟିମର ହିତ ପାଇଁ ଏପରି ନିସ୍ପତି ନେଇଛନ୍ତି। ଯଦି ସେ ୧୭ କୋଟି ନେଇଥାନ୍ତେ ତେବେ ଟିମ ପାଖରୁ ଆଉ ୨ କୋଟି କମିଥାନ୍ତା ତେବେ ସେ ଏହା ଟିମର ଭଲ ପାଇଁ କରିଛନ୍ତି”।

Google

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଆରସିବି ସହ ଖେଳିବେ ବିରାଟ କୋହଲି: ସେ ଆଗକୁ କହିଛନ୍ତି,”ଆମେ ସମସ୍ତେ ଜାଣିଛୁକି ବିରାଟ କୋହଲି ଜଣେ ଭଲ ଖେଳାଳି ଅଟନ୍ତି ଓ ଏହା ତାଙ୍କର ଭଲ ଫିଇସଲା”। ଏବେ ଆରସିବି ରିଟନ ପାଇଁ ୩୩ କୋଟି ଖର୍ଚ୍ଚ କରିଛି ଓ ଏବେ ଆରସିବି ପାଖରେ ଏବେ ୫୭ କୋଟି ବଳୀଛି। ଟିମ ମାକ୍ସୱେଲଙ୍କୁ ୧୧ କୋଟି ଓ ସିରାଜଙ୍କୁ ୭ କୋଟିରେ ରିଟେନ କରିଛି। ରିଟନ ପରେ ବିରାଟ କୋହଲି କହିଛନ୍ତି ରିଟଟେ ପାଇ ତାଙ୍କ ମନରେ କୌଣସି ଦ୍ଵନ୍ଦ ନଥିଲା। ଆଗାମୀ ତିନି ବର୍ଷ ପାଇଁ ସେ ଆରସିବି ପାଇଁ ଖେଳିବେ।

ଆରସିବି କରିଛି ତିନି ରିଟେନ:କକହିରଖିବୁ ବିରାଟ କୋହଲି ୨୦୦୮ରୁ ଆଇପିଏଲ ଆରମ୍ଭ କରିଛନ୍ତି ଓ ଆରସିବି ପଟୁ ଖେଳିଆସୁଛନ୍ତି। ସେ କେବଳ ଆରସିବି ପଟୁ ସବୁଠୁ ଅଧିକ ରନ କରି ନାହାନ୍ତି ବରଂ ୬୨୮୩ ରନ ସହ ଆଇପିଏଲ ଇତିହାସରେ ସବୁଠୁ ଅଧିକ ରନ କରିଛନ୍ତି। ଆଇପିଏଲ ୨୦୧୬ରେ ସେ ୯୭୩ ରନ କରି ରେକର୍ଡ କରିଥିଲେ। ଆରସିବି ଟିମରେ ୟୁଜବେନ୍ଦ୍ର ଚହଲ, ଦେବଦତ ପଡିକଲ, ହର୍ଷଲ ପଟେଲ ଥାଇ ମଧ୍ୟ ତାଙ୍କୁ ଟିମ ଚତ୍ରୁର୍ଥ ରିଟେନ କରିନାହିଁ।

Google

ମେଗା ଅକ୍ସନରେ ଅଧିକ ରାଶି ନେବାକୁ ଚାହୁଁଛି ଆରସିବି: ଆରସିବିର କ୍ରିକେଟ ସଂଚାଳକ ମାଇକ ହେସନ କହିଛନ୍ତି,”ଖେଳାଳିଙ୍କୁ ରଖୀବାର ପକ୍ରିୟା ବହୁତ ମଜଭୁତ ଓ ସମ୍ପୂର୍ଣ ରହିଛି। ଆମ ପାଖରେ ଅନେକ ଖେଳାଳି ଉପସ୍ଥିତ ଥିଲେ କିନ୍ତୁ ମେଗା ଅକ୍ସନ ପାଇଁ ଅଧିକ ରାଶି ନେବା ମଧ୍ୟ ଆବଶ୍ୟକ ରହିଛି। ଆମେ ଆମ ପାଖରେ ଥିବା ଅନ୍ୟ ଖେଳାଳିଙ୍କୁ ରିଟନ କରିଥିଲେ ଟିମର ସନ୍ତୁଳନ ହୋଇପାରିନଥାନ୍ତା”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *