ICC ରାଙ୍କିଙ୍ଗସ୍: ଖସିଲେ କୋହଲି ଓ ରୋହିତ! ବୁମରାଙ୍କୁ ବୋଲିଂର ମିଳିଲା ଦ୍ୱିତୀୟ ସ୍ଥାନ

ବ୍ୟୁରୋ ରିପୋର୍ଟ: ପ୍ରକାଶ ପାଇଥିବା ICC ପକ୍ଷରୁ ତାଲିକାରେ ଅଲରାଉଣ୍ଡର ଲିଷ୍ଟରେ ଉପରକୁ ଉଠିଛନ୍ତି ହାର୍ଦିକ ପାଣ୍ଡ୍ୟା। ODI ବୋଲିଂ ରଙ୍କିଙ୍ଗସରେ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି ଯଶପ୍ରୀତ ବୁମରା। କିଛି ଦିନ ତଳେ ସେ ନମ୍ବର ୧ ରେ ଥିଲେ।

Google

ବିରାଟ ଏବଂ ରୋହିତ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି। ODI ବ୍ୟାଟିଂ ରାଙ୍କିଙ୍ଗସରେ ନମ୍ବର ୩ରେ ଅଛନ୍ତି ରାଶି ଭାନ ଡର ହୁସେନ। ତାଙ୍କର ପଏଂଟସ ଅଛି ୭୯୬। ବିରାଟ କୋହଲି ୭୯୦ ପଏଂଟସ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୭୮୬ ପଏଂଟସ ସହ ନମ୍ବର ୫ ରେ ଅଛନ୍ତି। କ୍ୱିଣ୍ଟନ ଡି କକ ୭୮୦ ପଏଂଟସ ସହ ନମ୍ବର ୬ ରେ ଅଛନ୍ତି।

Google

ଅଲରାଉଣ୍ଡର ଲିଷ୍ଟରେ ନମ୍ବର ୧ ରେ ଅଛନ୍ତି ସାକିବ ଅଲ ହାସନ। ତାଙ୍କର ପଏଂଟସ ଅଛି ୩୯୪। ଟପ-୧୦ ଏହି ରାଙ୍କିଙ୍ଗସରେ କେବଳ ଜଣେ ଭାରତୀୟ ଖେଳାଳି ଅଛନ୍ତି। ସେ ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ତାଙ୍କର ପଏଂଟସ ଅଛି ୨୪୨। ସେ ୮ ନମ୍ବରରେ ଅଛନ୍ତି।

ବୋଲିଂ ଲିଷ୍ଟରେ ନମ୍ବର ୧ ରେ ଅଛନ୍ତି ଟ୍ରେଣ୍ଟ ବୋଲଟ। ତାଙ୍କର ପଏଂଟସ ଅଛି ୭୦୪,ନମ୍ବର ୨ ରେ ଯଶପ୍ରୀତ ବୁମରା। ତାଙ୍କର ପଏଂଟସ ହେଉଛି ୭୦୩।

Google

ତେବେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ହାରି ଟେଷ୍ଟ ସିରିଜ ୨-୨ ରେ ବରାଵର ହେବା ପରେ ODI ଏବଂ ଟି-୨୦ ସିରିଜ ଜିତିଥିଲା ଟିମ ଇଣ୍ଡିଆ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *