ମିଳିଗଲା କୋହଲି ଏବଂ ରୋହିତଙ୍କ ବିକଳ୍ପ? ଏହି ଦୁଇ ଖେଳାଳି ନେବେ ଜାଗା

ତେବେ ଏହି ଦୁଇଜଣ ଖେଳାଳି ଆନ୍ତର୍ଜାତୀୟ କ୍ରିକେଟରେ ବହୁତ ଉନ୍ନତ ପ୍ରଦର୍ଶନ କରିଛନ୍ତି ଆଉ ତାହାଙ୍କୁ ଲୋକମାନେ ବିରାଟ କୋହଲି ଆଉ ରୋହିତଙ୍କର ସ୍ଥାନରେ ଖେଳାଇବାକୁ ଚାହୁଁଛନ୍ତି। ତେବେ ଏହି ଦୁଇଜଣ ପ୍ଲେୟର କିଏ କିଏ ତାହା ବାବଦରେ ହିଁ ଆମେ ଜାଣିବାକୁ ଯାଉଛୁ। ତେବେ କିଛି କ୍ରିକେଟ ବିଶେଷଜ୍ଞ କହୁଛନ୍ତି କି ଏହି ଦୁଇଜଣଙ୍କୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳିବାର ସୁଯୋଗ ଦିଆଯାଉ।

Google

ଏହା ପ୍ରକୃତରେ କହିଛନ୍ତି ଇଂଲଣ୍ଡର ପୂର୍ବ ଖେଳାଳି ଗ୍ରେମ ସ୍ୱାନ। ତେବେ ସେ କହିଛନ୍ତି ଏହି ଦୁଇଜଣ ଖେଳାଳି ହେଉଛନ୍ତି ସଂଜୁ ସାମସନ ଆଉ ଦୀପକ ହୁଡ୍ଡା। ତେବେ ତାଙ୍କ କହିବା କଥା କି ସଂଜୁ ଆଉ ଦୀପକ ଏହି ସବୁ ପାଇଁ ଏକ ବଡ ଯୋଗ୍ୟତା ରଖନ୍ତି ଆଉ ସେ ସେହି ଦ୍ୱାର ଖଡ଼କେଇବାରେ ଲାଗିଛନ୍ତି। ତେବେ ନିଜ ସ୍ଥାନକୁ ହାସିଲ କରିବା ପାଇଁ ସେ ଯୋଗ୍ୟ। ତାଙ୍କୁ ସ୍ଥାନ ତ ମିଳିବ ହିଁ। ଆମେ ଯେତେ ବି ଆଗକୁ ଗଲେ ତାଙ୍କ ସ୍ଥାନ କେହି ନେବାରେ ସକ୍ଷମ ହେବେ ନାହିଁ। ଭାରତ ପାଖରେ ଆଉ କିଛି ହି ବଡ଼ ନାମ ଅଛି ଯିଏ କି ଆଉ ଟିମରେ ବିଶ୍ୱ କପ ଖେଳିବାର ସକ୍ଷମ ହେଇପାରିବେ। ଏହି ସବୁ ହେଉଛନ୍ତି ବିରାଟ କୋହଲି ଆଉ ରୋହିତ ଶର୍ମା।

ତେବେ ଆଗକୁ ଗ୍ରେମ କହିଲେ କି, ” ଯଦି ବିଶ୍ୱକପରେ ଏହି ଦୁଇଟି ସ୍ଥାନ ଖାଲି ରହିବ ତାହାଲେ ମୋତେ ବିଲକୁଲ ବି ଆଶ୍ଚର୍ଯ୍ୟ ଲାଗିବ ନାହିଁ କି ଏହି ସ୍ଥାନରେ ଦୀପକ ହୁଡ୍ଡା ଏବଂ ସଂଜୁ ସାମସନ ରହିବେ। ଏହି ସ୍ଥାନରେ ଦୀପକ ଆଉ ସଂଜୁଙ୍କୁ କହିବାକୁ ହେବ କି ମୁଁ ଏହି ସ୍ଥାନ ପାଇଁ ପ୍ରଯୁଜ୍ୟ। ଏହାପାଇଁ ଆଜି ରାତିର ବ୍ୟାଟିଂ ଭଳି ବ୍ୟାଟିଂ କରିବା ଦରକାର।” (ମାନେ ପ୍ରାୟ ସେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଏହି ଦୁଇ ଜବରଦସ୍ତ ଖେଳାଳିଙ୍କ ଫର୍ମକୁ ନେଇ କହୁଛନ୍ତି)।

Google

ତେବେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ହେଇଥିବା ମ୍ୟାଚରେ ଦୀପକ ହୁଡ୍ଡା ଶତକ ଲଗାଇଥିଲେ ଆଉ ସଂଜୁ ସାମସନ ବି ୭୭ରନ କରିଥିଲେ। ଏହି ବ୍ୟାଟିଂକୁ ମନେ ପକାଉଥିଲେ ଗ୍ରେମ ସ୍ୱାନ। ଆଉ କହୁଥିଲେ କି ଆଗକୁ ଆସୁଥିବା ସମୟରେ ଦୀପକ ଆଉ ସଂଜୁ ବିରାଟ କୋହଲିଙ୍କ ସ୍ଥାନ ଅଧିକାର କରିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *