ବଡ଼ ଖବର: କୂଲଦୀପ ଯାଦବ ବନିବେ ଏହି ଦଳର କ୍ୟାପଟେନ! ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର

ତେବେ ଅନେକ ଖରାପ ଫର୍ମ ଓ ଫିଟନେସ ସହିତ ଜଡିତ କିଛି ସମସ୍ୟା କାରଣରୁ ଅନେକ ଦିନ ହେବ ଭାରତୀୟ ଦଳରେ ଖେଳି ପାରି ନଥିବା କୁଲଦୀପ ଯାଦବଙ୍କ ପାଇଁ ଏହି ବର୍ଷ କିଛି ଭଲ ସମୟ ନେଇ ଆସୁଛି ବୋଲି ବିଶ୍ୱାସ କରିବାକୁ ହେବ। ତେବେ ଏହି ବର୍ଷ କୁଲଦୀପ ଯାଦବ ନିଜର ଭଲ ଫର୍ମକୁ ଫେରିବା ପାଇଁ ମଧ୍ୟ ଅନେକ ପ୍ରୟାସ ଜାରି ରଖିଛନ୍ତି। ତେବେ କୁଲଦୀପ ଯାଦବ ଆଗାମୀ ବର୍ଷ ଏକ ଘରୋଇ ଦଳ ପାଇଁ ମଧ୍ୟ ଅଧିନାୟକ ଭାବରେ ମଧ୍ୟ ଖେଳିବାକୁ ଯାଉଛନ୍ତି।

Google

ତେବେ ରଣଜି ଟ୍ରଫି ମ୍ୟାଚରେ ଉତ୍ତରପ୍ରଦେଶ ଦଳକୁ ବର୍ତ୍ତମାନ ସେ ନେତୃତ୍ୱ କରି ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହା ସହିତ କୋଲକତା ନାଇଟ ରାଇଡ଼ର୍ସ ଦଳ ତାଙ୍କୁ ନିଜର ଦଳରେ ରଖି ନଥିଲେ ମଧ୍ୟ ସେ ବହୁତ ଅଧିକ ଦରରେ ନିଲାମ ହେବେ ବୋଲି ମଧ୍ୟ ସେ ଅନୁମାନ କରୁଛନ୍ତି। ଏହା ସହିତ ସେ ଆଗାମୀ ଖେଳ ପାଇଁ ମଧ୍ୟ ନିଜକୁ ବହୁତ ଭଲ ଭାବରେ ପ୍ରସ୍ତୁତ କରୁଛନ୍ତି। ଏହା ସହିତ ସେ ଆଗାମୀ ଖେଳରେ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି।

ତେବେ ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତିରେ ରଣଜି ଟ୍ରଫି ମ୍ୟାଚ ମାନଙ୍କରେ ଉତ୍ତରପ୍ରଦେଶ ଦଳ ପକ୍ଷରୁ କୁଲଦୀପ ଯାଦବ ନେତୃତ୍ୱ କରିବେ ବୋଲି ମଧ୍ୟ ଅନୁମାନ କରୁଛନ୍ତି। ତେବେ କୁଲଦୀପ ଯାଦବ ନିଜର କ୍ୟାରିଅର ମଧ୍ୟରେ ଭାରତ ପାଇଁ ସାତଟି ଟେଷ୍ଟ, ୪୫ ଦିନିକିଆ ଓ ୨୩ ଟି-୨୦ ମ୍ୟାଚ ଖେଳି ସାରିଛନ୍ତି। ଯାହା ଫଳରେ ସେ ଉତ୍ତରପ୍ରଦଶ ଦଳର ଅଧିନାୟକ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ଅଟନ୍ତି।

Google

ତେବେ କୁଲଦୀପ ଯାଦବ ଆଇପିଏଲ ରେ ୪୫ ମ୍ୟାଚ ଖେଳି ୪୦ ୱିକେଟ ନେଇ ସାରିଛନ୍ତି। ଏହା ସହିତ ଏହା ଅନୁମାନ କରାଯାଉଛି କି ତାଙ୍କ ଉପରେ ନୂତନ ଭାବରେ ଆଇପିଏଲକୁ ଆସିଥିବା ଲକ୍ଷ୍ନୌ ଦଳ ତାଙ୍କୁ ଦଳରେ ସାମିଲ କରିପାରେ। ଏହା ସହିତ ଆଉ ଅଳ୍ପ ଦିନ ପରେ ଆଇପିଏଲ ନିଲାମ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାରୁ ସେ ଅଧିକ ଦାମରେ ବିକ୍ରି ହେବେ ବୋଲି ଆଶା କରିଛନ୍ତି। ଏହା ସହିତ ଗତ ଆଇପିଏଲ ସଂସ୍କରଣରେ ସେ ୫.୮ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ତେବେ ସେ ଉତ୍ତରପ୍ରଦେଶ ଦଳ ପକ୍ଷରୁ ମଧ୍ୟ ଅଧିନାୟକ ଭାବରେ ଖେଳିବାକୁ ଯାଉଛନ୍ତି।

ସେ ଚମତ୍କାର ବୋଲର ଅଟନ୍ତି। ସେ ଟେଷ୍ଟ ସମେତ ଦିନିକିଆ ଏବଂ ଟି-୨୦ ରେ ମଧ୍ୟ ସୁନ୍ଦର ବୋଲିଂର ପ୍ରଦର୍ଶନ କରିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *