ନ୍ୟୁଜ ହେଉଛି ଯାହା ଭାରତ ଆଉ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟି-୨୦ ବିଷୟରେ। ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ୫ଟି ଟି-୨୦ ମଧ୍ୟରେ ଶେଷ ୨ଟି ଟି-୨୦ ଆମେରିକାରେ ହେବାକୁ ଥିଲା ଏବେ ତାହା ଉପରେ ସନ୍ଦେହ ସୃଷ୍ଟି ହୋଇଛି।

କାରଣ ୬ ଏବଂ ୭ ଅଗଷ୍ଟ ରେ ହେବାକୁ ଥିବା ୨ ଟି ଟି-୨୦ ହେବ କି ନାହିଁ ସେଥିରେ ସନ୍ଦେହ ସୃଷ୍ଟି ହୋଇଛି। ଏବେ ଆପଣ ମାନେ ଭାବୁଥିବେ ଯେତେବେଳେ ସବୁ ସରିଛି ଘୋଷଣା ମଧ୍ୟ କରି ଦିଆ ଯାଇଛି ତେବେ କଣ ହେଇଛି ଯାହା ଦ୍ଵାରା କି ଏହି ୨ ଟି ଟି-୨୦ ହେବ କି ନାହିଁ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। କାରଣ ଏହା ହେଉଛି ଆମର ଯେଉଁ ୨ଟି ଟିମ ମଧ୍ୟରେ ଖେଳ ହେବାକୁ ଅଛି ସେମାନଙ୍କର ଏବେ ପର୍ଯ୍ୟନ୍ତ ଭିଜା ଆସିନାହିଁ।
ଏହା କୁହାଯାଇଛି କି ଯଦି ଶେଷ ସମୟ ପର୍ଯ୍ୟନ୍ତ ବି ଭାରତୀୟ ଖେଳାଳି ଆଉ ୱେଷ୍ଟ ଇଣ୍ଡିଜର ଯେଉଁ ଖେଳାଳି ମାନଙ୍କର ଭିଜା ଆସି ନ ପାରେ ତେବେ ସେହି ଖେଳ ଗୁଡିକୁ ବାତିଲ ନ କରି ସେହି ଖେଳ ଗୁଡିକୁ ୱେଷ୍ଟ ଇଣ୍ଡିଜ ରେ କରିବା ପାଇଁ ୱେଷ୍ଟ ଇଣ୍ଡିଜ କ୍ରିକେଟ ସଂଘ ପ୍ରୟାସ କରୁଛି ବୋଲି କୁହାଯାଇଛି। ୱେଷ୍ଟ ଇଣ୍ଡିଜ କ୍ରିକେଟ ବୋର୍ଡ କହିଛି କି ଯଦି ଶେଷ ସମୟ ପର୍ଯ୍ୟନ୍ତ ସେହି ଖେଳାଳି ଆଉ ଷ୍ଟାଫ ମେମ୍ବର ମାନଙ୍କର ଯଦି ଭିଜା ଆସି ନ ପହଞ୍ଚି ପାରିଲା ତେବେ ଆଉ ବାକି ଥିବା ଖେଳ ଗୁଡିକୁ ସେହି ୱେଷ୍ଟ ଇଣ୍ଡିଜ ମାଟିରେ ହିଁ ଖେଳାଯିବ ବୋଲି କୁହାଯାଇଛି।

ସେହି ଦୁଇଟି ଖେଳକୁ ଆମେରିକାରେ କରାଇବାର ଏକମାତ୍ର ଲକ୍ଷ୍ୟ ହେଉଛି କି ସେହି ଖେଳ ଗୁଡିକୁ ବିଦେଶରେ ଲୋକପ୍ରିୟତା କରାଇବା ପାଇଁ। ତେଣୁ ଯଦି ସେହି ମ୍ୟାଚ ଗୁଡିକ ପାଇଁ ଆମେରିକାରେ ଭିଜା ନ ମାଇଲେ ତେବେ ସେହି ମ୍ୟାଚ ଗୁଡିକୁ ୱେଷ୍ଟ ଇଣ୍ଡିଜରେ ହିଁ କରିବାକୁ ପଡିବ ବୋଲି କୁହ ଯାଇଛି।
ତେଣୁ ଆପଣ ଏତେ ମ୍ୟାଚ ୱେଷ୍ଟ ଇଣ୍ଡିଜରେ ଖେଳି ସାରିଛନ୍ତି ଯଦି ଆପଣ ଆଉ କିଛି ମ୍ୟାଚ ପାଇଁ ଅନ୍ୟ ଦେଶକୁ ଯାଆନ୍ତି ତେବେ ଆପଣ ଆଉ କିଛି ଅନୁଭବ କରିପାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।