IPL 2022 ରେ ଗୁଜୁରାଟ ଏବଂ ପଞ୍ଜାବ ବିପକ୍ଷ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଛନ୍ତି ଲିଆମ ଲିଭିଙ୍ଗଷ୍ଟୋନ। ଆଗ ବ୍ୟାଟିଂ କରି ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୧୮୯ ରନ କରିଥିଲା। ଦଳର ୯ଟି ୱିକେଟ ଯାଇଥିଲା। ପଞ୍ଜାବ ପକ୍ଷରୁ କ୍ୟାପଟେନ ମୟଙ୍କ ୫ ରନ କରି ଆଉଟ ହୋଇଯାଇଥିଲେ। ତାଙ୍କ ଛଡା ଧୱନ ୩୦ ବଲରେ ୩୫ କରିଥିଲେ।

ଲିଆମ ଲିଭିଙ୍ଗଷ୍ଟୋନ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ସୁନ୍ଦର ସର୍ଟସ ଖେଳିଥିଲେ। ତାଙ୍କର ଏହି ପାରିରେ ୭ ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ସେ ୨୭ ବଲରେ ୬୪ ରନ କରିଥିଲେ। ତାଙ୍କର ଷ୍ଟ୍ରାଇକ ରେଟ ୨୩୭.୦୪ ଥିଲା।
ରାହୁଲ ଚାହର ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୧୪ ବଲରେ ୨୨ କରିଥିଲେ। ସାହାରୁଖ ଖାନ ୮ ବଲରେ ୧୫ କରିଥିଲେ। ଏହି ମ୍ୟାଚରେ ଲିଆମ ଲିଭିଙ୍ଗଷ୍ଟୋନ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଯାହା ଫଳରେ ଦଳ ୧୮୦ ରନ ପାର କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।