ବ୍ୟୁରୋ ରିପୋର୍ଟ: IPL 2022 ରେ ଗୁଜରାଟ ଏବଂ ପଞ୍ଜାବ ଭିତରେ ମ୍ୟାଚ ମଙ୍ଗଳବାରକୁ ହୋଇଥିଲା। ପଞ୍ଜାବ ଗୁଜରାଟକୁ ଏହି ମ୍ୟାଚରେ ହରାଇଥିଲା। ଏହା ସହ ପଞ୍ଜାବ ଏହି ମ୍ୟାଚରେ ୫ମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଗୁଜରାଟର ଏହା ଦ୍ଵିତୀୟ ପରାଜୟ ଥିଲା।
OUT OF THE PARKKKKKK!
117M six from @liaml4893 ?
?: Disney+Hotstar pic.twitter.com/0HucCUMNSL
— CricTracker (@Cricketracker) May 3, 2022
ଶିଖର ଧାୱନ ଏହି ମ୍ୟାଚରେ ପଞ୍ଜାବ ପକ୍ଷରୁ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ଅର୍ଦ୍ଧଶତକ ଲଗାଇଥିଲେ। ଲିଭିଙ୍ଗଷ୍ଟୋନ ୧୦ ବଲରେ ୩୦ କରିଥିଲେ। ସେ ଏହି ପାରିରେ ୨ଟି ଚୌକା ଓ ୩ଟି ଛକା ଲଗାଇଥିଲେ।
Just a video of Liam Livingstone hitting gigantic 117m six!
Witnessed it LIVE from DY Patil Stadium!
Freak LivingStunned! @liaml4893#TATAIPL #GTvsPBKS #GTvPBKS pic.twitter.com/57UrV99997
— Nilesh G (@oye_nilesh) May 3, 2022
ଏହି I PL ସିଜିନରେ ଲିଭିଙ୍ଗଷ୍ଟୋନ ଏହି ସିଜିନର ସବୁଠୁ ଲମ୍ବା ଛକା ଲଗାଇଥିଲେ। ୧୧୭ ମିଟରର ଛକା ସେ ଲଗାଇଥିଲେ। ତେବେ ସାମୀଙ୍କ ବଲକୁ ଏହି ଲମ୍ବା ଛକା ଲଗାଇଥିଲେ ଲିଭିଙ୍ଗଷ୍ଟୋନ। ଏହା ପରେ ରାଶିଦ ଖାନ ତାଙ୍କ ବ୍ୟାଟ ଚେକ କରିଥିଲେ।
ଏହି IPL ରେ ବ୍ରେଭିଶ ମଧ୍ୟ ଲମ୍ବା ଛକା ଲଗାଇଥିଲେ। ସେ ମୁମ୍ବାଇ ପକ୍ଷରୁ ଖେଳିଥାନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।