LSG vs RCB: ଆଜି ସନ୍ଧ୍ୟାରେ ହେବ କ୍ରିକେଟର କଡା ଲଢେଇ! ବାଙ୍ଗାଲୋର ସାମ୍ନାରେ ରାହୁଲଙ୍କ ଟିମ! କିଏ ମାରିବ ବାଜି?

ବ୍ୟୁରୋ ରିପୋର୍ଟ: IPL 2022 ର ୩୧ ତମ ମ୍ୟାଚରେ ମୁଁହାମୁହିଁ ହେବେ ବାଙ୍ଗାଲୋର ସହିତ ଲକ୍ଷ୍ନୌ। ଦୁଇ ଦଳ ମଧ୍ୟରେ ସୁନ୍ଦର ଖେଳାଳି ଅଛନ୍ତି ଯିଏକି ଭଲ ଫର୍ମରେ ବି ଗତି କରୁଛନ୍ତି। ବାଙ୍ଗାଲୋର ପାଖରେ ଫାଫ, ଅନୁଜ ଥିବା ବେଳେ ଲକ୍ଷ୍ନୌ ପାଖରେ ରାହୁଲ, ଡି କକ ଅଛନ୍ତି। ଫିନିସର ବିଭାଗର ବାଙ୍ଗାଲୋରର ଦିନେଶ କାର୍ତ୍ତିକ ଜବରଦସ୍ତ ଫର୍ମରେ ଥିବା ବେଳର ସାହବାଜ ଅହମ୍ମଦ ବି ଅଛନ୍ତି। ଯେବେକି ଲକ୍ଷ୍ନୌ ପାଖରେ ଷ୍ଟୋଇନିକ୍ସ ଏବଂ ଆୟୁଷ ବଦୋନି ଅଛନ୍ତି।

ପୂର୍ବ ମ୍ୟାଚ RCB କୁ ଦିଲ୍ଲୀକୁ ହରାଇଥିବା ବେଳେ ଲକ୍ଷ୍ନୌ ମୁମ୍ବାଇକୁ ପରାସ୍ତ କରିଥିଲା। ବୋଲିଂ ବିଭାଗ କଥା ଆଲୋଚନା କରିବା ତ ଲକ୍ଷ୍ନୌ ପାଖରେ ଆଭେସ ଖାନ, ଯେସନ ହୋଲଡ଼ର, ରବି ବିସ୍ନୋଇ, ମାର୍କସ ଷ୍ଟୋଇନିକ୍ସ ଥିବା ବେଳେ ବାଙ୍ଗାଲୋର ପାଖରେ ଜୋସ ହେଜେଲଉଡ଼, ୱାନିନ୍ଦୁ ହସରଙ୍ଗା, ମହମ୍ମଦ ସିରାଜ, ହର୍ଷଲ ପଟେଲ ଅଛନ୍ତି।

 

ତେବର ଏହି ମ୍ୟାଚ କଡାକଡି ହୋଇପାରେ କାରଣ ଦୁଇ ଦଳ ପାଖରେ ଅନୁଭବୀ ସହ ଯୁବ ଖେଳାଳି ବି ଭଲ ଫର୍ମରେ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *