କ୍ରିକେଟର ଜଲୱା: ଟି-୨୦ ବିଶ୍ୱକପ ଉପରେ ଶୀଘ୍ର ଆସିବ ଧମାକାଦାର ଫିଲ୍ମ! ଫିଲ୍ମର ନାମ ରହିବ….

ପ୍ରାୟ ୧୪ ବର୍ଷ ତଳେ ୨୪ ସେପ୍ଟେମ୍ବରକୁ ଟିମ ଇଣ୍ଡିଆ ଇତିହାସ ରଚିଥିଲା। ଆଜିର ଦିନରେ ଟିମ ଇଣ୍ଡିଆ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିଲା। ଆଜି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ମଧ୍ୟ ହେଉଛି। ସେହି ସମୟ ପୁରା ଇଣ୍ଡିଆ ପାଇଁ ଐତିହାସିକ ଥିଲା। କ୍ରିକେଟ ପ୍ରସଂଶକଙ୍କ ମନରେ ପୁରା ଖୁସି ଦେଖାଯାଉଥିଲା। ଏହି କ୍ଷଣକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ ଏହା ଉପରେ ଜଲ୍ଦି ଏକ ଫିଲ୍ମ ହେବାକୁ ଯାଉଛି। ଏହି ଫିଲ୍ମର ନାମ ମଧ୍ୟ ବଛାଯାଇସାରିଛି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରଲ।

Google

ଟି-୨୦ ବିଶ୍ୱକପର ୧୪ବର୍ଷ ପୁରା ହେବା ଦ୍ଵାରା ଲଣ୍ଡନ ସ୍ଥିତ ୱାନ ୱାନ ସିକ୍ସ ନେଟୱର୍କ ଲିମିଟେଡ଼ “ହକ ସେ ଇଣ୍ଡିଆ” ଫିଲ୍ମ ଘୋଷଣା କରିଛି। ଏହି ଫିଲ୍ମ ୨୦୦୭ ଭାରତୀୟ ଟିମର ଟି-୨୦ ବିଶ୍ୱକପ ବିଜୟ ଉପରେ ଆଧାରିତ ହେବ। ଆମେ ଏହି ଫିଲ୍ମ ବିଷୟରେ ଅଧିକ କହିବୁ ଏହା ପୂର୍ବରୁ ଆପଣ ଏହି ଭିଡ଼ିଓ ଦେଖନ୍ତୁ।

ଆଇସିସି ଏହି ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭାଇରାଲ ହେଉଛି। ଏହି ଭିଡ଼ିଓ ଉପରେ ଅନେକ ମଜାଦର କମେଣ୍ଟ ମଧ୍ୟ ଆସୁଛି ଓ ଏହି ମ୍ୟାଚ ପୁରା ଦେଶ ପାଇଁ ଗର୍ବର କଥା ଅଟେ। ଆଜିର ଦିନ କ୍ରିକେଟ ପ୍ରସଂଶକଙ୍କ ପାଇଁ ବହୁତ ଖାସ ଓ ଏହି ସମୟରୁ ମନେରଖିବା ପାଇଁ ଏହା ଉପରେ ଫିଲ୍ମ ଘୋଷଣା କରାଯାଇଛି। ଫିଲ୍ମର ନାମ ମଧ୍ୟ ଘୋଷଣା କରିଦିଆଯାଇଛି ଓ ଏହି ଫିଲ୍ମକୁ ମୁମ୍ବାଇ ସ୍ଥିତ ଡ଼ାଇରେକ୍ଟର ସୌଗତ ଭଟଚାର୍ଜ ଡାଇରେକଟିଂ କରିବେ। ଏହି ଫିଲ୍ମ ବହୁତ ଖାସ ହେବାକୁ ଯାଉଛି ଓ ଏହି ଫିଲ୍ମରେ ଅନେକ ଶୁଣିନଥିବା କଥା ଦୃଶ୍ୟମାନ ହେବ ବୋଲି ଅନୁମାନ କରାଯାଉଛି।

ଏହି ସେହି ସମୟ ଥିଲା ଯେବେ ଭାରତୀୟ କ୍ରିକେଟ ଉଦୟ ହୋଇଥିଲା। ଆଜି ପୁରା ଦୁନିଆ ଦେଖୁଛି ଆମେ ଏହି ମାମଲାରେ ପୁରା ଅଲଗା। ଏହି ଫିଲ୍ମ ଓଟିଟି ପ୍ଲାଟ ଫର୍ମରେ ରିଲିଜ ହେବ। ଏହି ଫିଲ୍ମରେ ସଲିମ ସୁଲେମାନଙ୍କର ଗୀତ ଗାଇବେ। ସଲିମ ସୁଲେମାନ ଚକଦେ ଇଣ୍ଡିଆରେ ଜବରଦସ୍ତ ଗୀତ କଂପୋଜ କରିଥିଲେ।

ଏହି ଫିଲ୍ମରେ ସବୁକିଛି ଦେଖିବାକୁ ମିଳିବ ଯାହା ଆପଣ ଚାହୁଁଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱ, ବିରାଟ କୋହଲିଙ୍କ ବ୍ୟାଟିଙ୍ଗ, ହିଟମ୍ୟାନଙ୍କ ପ୍ରଦର୍ଶନ ଓ ହାର୍ଦିକ ପାଣ୍ଡ୍ୟାଙ୍କର ସୁନ୍ଦର ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିବ। ଏହି ଭିଡ଼ିଓ ଭାରତୀୟ ନାୟକ ମାନଙ୍କ ବିଷୟରେ ହେବ। ଏହି ଫିଲ୍ମରେ ଯୁବରାଜ ସିଂହଙ୍କ ୬ ଛକା ମଧ୍ୟ ଦେଖିବାକୁ ମିଳିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *