IPL 2022 ରେ ଆଜିର ମ୍ୟାଚ ମୁମ୍ବାଇ ବନାମ ପଞ୍ଜାବ ମଧ୍ୟରେ ହେଉଛି। ଆଗ ବ୍ୟାଟିଂ କରି ପଞ୍ଜାବ ସୁନ୍ଦର ଆରମ୍ଭ କରିଥିଲା। ଦଳ ପକ୍ଷରୁ ଓପନ ଆସିଥିବା ମୟଙ୍କ ଅଗ୍ରୱାଲ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ଶିଖର ଧୱନ ତାଙ୍କର ସାଥ ଦେଇଥିଲେ।
ପଏଂଟସ ଟେବୁଲ କଥା ଆଲୋଚନା କରିବା ତ ପଞ୍ଜାବ ୪ଟି ମ୍ୟାଚରୁ ୨ଟି ମ୍ୟାଚ ଜିତିଛି। ନେଟ ରନରେଟ ପଂଜାବର +୦.୧୫୨ ଅଛି। ଅପରପକ୍ଷରେ ମୁମ୍ବାଇ IPL 2022 ରେ ଗୋଟିଏ ମ୍ୟାଚ ଜିତିନି। ଦଳ ପଏଂଟସ ଟେବୁଲରେ ଶେଷ ସ୍ଥାନରେ ଅଛି। ୪ଟି ରୁ ୪ଟି ହାରିଛି ମୁମ୍ବାଇ। ଦଳ ୫ ଥର IPL ଟ୍ରଫି ଜିତିଛି।

ହେଲେ ଆଜିର ମ୍ୟାଚରେ କ୍ୟାପଟେନସି ପାରି ଖେଳିଥିଲେ ମୟଙ୍କ। ସେ ୩୨ ବଲରେ ୫୨ କରିଥିବା ବେଳେ ଶିଖର ଧୱନ ୫୦ ବଲରେ ୭୦ କରିଥିଲେ (୩ଟି ଛକା ,୫ଟି ଚୌକା) । ମୟଙ୍କ ତାଙ୍କର ପାରିରେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ୧୬୨.୫ ତାଙ୍କର ଷ୍ଟ୍ରାଇକ ରେଟ ଥିଲା। ଧୱନଙ୍କ ଷ୍ଟ୍ରାଇକ ରେଟ ୧୪୦ ଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।