ବଡ଼ ଖବର: ଧୋନୀଙ୍କ ପରେ କିଏ ହେବ ଚେନ୍ନାଇର କ୍ୟାପଟେନ? କଣ ଋତୁରାଜ ସମ୍ଭାଳିବେ ଦଳ ନା ଜାଡେଜା? ପଢନ୍ତୁ ପୁରା ଖବର

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରାୟ କ୍ରିକେଟ ପ୍ରେମୀ ଜାଣନ୍ତି। ସେ ଭାରତୀୟ ଦଳର ପୂର୍ବ ଅଧିନାୟକ ସହିତ ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ମଧ୍ୟ। ତେବେ ସେ ଅନେକ ବର୍ଷ ହେବ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ କାର୍ଯ୍ୟ କରି ଆସୁଛନ୍ତି। ତେବେ ସେ ମଧ୍ୟ ଭାରତୀୟ ଦଳରୁ ଅବସର ନେଇ ସାରିଛନ୍ତି।

Google

ତେବେ ସେ ଚେନ୍ନାଇ ଦଳର ଅଂଶ ଆଗାମୀ ସଂସ୍କରଣରେ ରହିବେ କି ନାହିଁ ସେହି ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଜଣା ପଡି ନାହିଁ। ତେବେ ସୂଚନା ଅନୁସାରେ ଏହି ବର୍ଷ ଆଇପିଏଲରେ ଆଠଟି ଦଳ ପରିବର୍ତ୍ତେ ଏହି ବର୍ଷ ପ୍ରଥମ କରି ୧୦ ଟି ଦଳ ଅଂଶ ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ଏହି ବର୍ଷ ମେଗା ଅକ୍ସନ ମଧ୍ୟ ହେବାକୁ ଯାଉଛି।

ତେବେ ଯାହା ଫଳରେ ପ୍ରତ୍ୟେକ ଦଳ ନିଜର ୪ ଜଣ ଖେଳାଳିଙ୍କୁ ନିଜର ଦଳରେ ରଖିବା ସହିତ ବାକି ସମସ୍ତ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଛାଡ଼ିବାକୁ ପଡ଼ିବ। ତେବେ ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗସ ଦଳ କାହାକୁ କାହାକୁ ନିଜର ଦଳରେ ରଖିବ ଏହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏହା ସହିତ ଏହା ଉପରେ ବର୍ତ୍ତମାନ ପୂର୍ବତନ ଖେଳାଳୀ ସାଇମନ ଡଲ ନିଜର ମତ ମଧ୍ୟ ରଖିଛନ୍ତି।

Google

ସେ କହିଛନ୍ତି କି ହୁଏତ ଆଗାମୀ ସଂସ୍କରଣରେ ଧୋନି କେବଳ ଅଧା ମ୍ୟାଚରେ ଅଧିନାୟକ ରହିବେ। ବାକି ସମସ୍ତ ମ୍ୟାଚ ଗୁଡ଼ିକରେ ହୁଏତ ଚେନ୍ନାଇ ସୁପର କିଙ୍ଗସ ଦଳର ଓପନର ଡୁ ଫ୍ଲେସି ଦଳର ଅଧିନାୟକ ଭାବରେ କାର୍ଯ୍ୟ କରିପାରନ୍ତି। ତେବେ ଏହା ଉପରେ ସେ ନିଜର ମତ ଦେଇ କହିଛନ୍ତି କି ହୁଏତ ଏହି ବର୍ଷ ଆଇପିଏଲରେ ହୁଏତ ଧୋନିଙ୍କ ଶେଷ ଆଇପିଏଲ ସିଜନ ହୋଇପାରେ। ତେବେ ଏହା ଅନୁମାନ କରାଯାଉଛି କି ଚେନ୍ନାଇ ସୁପର କିଙ୍ଗସ ନିଜର ଦଳରେ ୩ ଜଣ ଭାରତୀୟ ଓ ଜଣେ ବିଦେଶୀ ଖେଳାଳିଙ୍କୁ ରଖି ପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *