IPL 2022 ର ଏକ ମୁକାବିଲା ଯାହାକି ଚେନ୍ନାଇ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯାଉଛି। ଏଥିରେ ଚେନ୍ନାଇ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୨୦୮ ରନ କରିଛି। ଚେନ୍ନାଇର ପାରିର ଆରମ୍ଭ ଭଲ ରହିଥିଲା। ଡେଭନ କନୱେ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୩୩ ବଲରେ ୪୧ କରିଥିଲେ। ୪ଟି ଚୌକା ଓ ଗୋଟିଏ ଛକା ସେ ଲଗାଇଥିଲେ।

ଶେଷ ଆଡେ ଧୋନି ଜବରଦସ୍ତ ବ୍ୟାଟିଂ କରି ଦଳକୁ ସୁନ୍ଦର ତଥା ମଝଭୁତ ଟୋଟାଲ ଆଡ଼କୁ ନେଇଥିଲେ। ସେ ୮ ବଲରେ ୨୧ କରି ନଟ ଆଉଟ ଥିଲେ। ସେ ଗୋଟିଏ ଚୌକା ଓ ୨ଟି ଛକା ଲଗାଇଥିଲେ। ଷ୍ଟ୍ରାଇକ ରେଟ ତାଙ୍କର ୨୬୨.୫ ଥିଲା। ତାଙ୍କ ଛଡା ଋତୁରାଜ ଗାଏକୱାଡ଼ ୩୩ ବଲରେ ୪୧ କରିଥିଲେ। ସେ ୪ ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଷ୍ଟ୍ରାଇକ ରେଟ ତାଙ୍କର ୧୨୪.୨୪ ଥିଲା।
ଧୋନୀଙ୍କ ଫର୍ମ ଏହି IPL ରେ ସୁନ୍ଦର ଅଛି। ସେ ମୁମ୍ବାଇ ବିପକ୍ଷରେ ମ୍ୟାଚ ବିଜୟୀ ପାରି ଖେଳିଥିଲେ ଓ ଆଜି ଦିଲ୍ଲୀ ସହିତ ୮ ବଲରେ ୨୧ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳି ଦଳର ରନକୁ ୨୦୦ ପାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ENTIRE SOCIAL MEDIA + ENTIRE CROWD CELEBRARTING
THE BIGGEST CROWD PULLER OF NATION 💥💥💥
DHONI MAAR RAHAA HEY 🤙🔥#Dhonism #MSDhoni #IPL2022 #CSKvDC pic.twitter.com/hJM8r4hXjb
— Båcchán Ågasthyà…💀 (@KicchaTheboss) May 8, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।