BCCI ଦୁନିଆର ବଡ଼ କ୍ରିକେଟ ବୋର୍ଡ ଅଟେ। BCCI ଏକ ନୂଆ କ୍ରିକେଟ ଷ୍ଟାଡିୟମ ଯୋଜନାରେ ଅଛି। ବାଙ୍ଗାଲୋର ଠାରେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ଜୟ ଶାହା ନୂଆ କ୍ରିକେଟ ଷ୍ଟାଡିୟମ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ଫଟୋ ଆପଣ ତଳେ ଦେଖିପାରୁଥିବେ।
The new National cricket Academy @bcci pic.twitter.com/fVWMOxev5g
— Sourav Ganguly (@SGanguly99) February 14, 2022
ଏକ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ BCCI ର ବାଙ୍ଗାଲୋର ଠାରେ ରହିଅଛି। ଏହାର ଫଟୋ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟରରେ ସେୟାର କରିଛନ୍ତି। କହିରଖିବୁ IPL ଅକ୍ସନ ସରିସାରିଛି। BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବ ଭାରତୀୟ କ୍ୟାପଟେନ ଥିଲେ।
ତେବେ କହିରଖିବୁ ବିଶେଷ ରିପୋର୍ଟ ଅନୁସାରେ ନୂଆ କ୍ରିକେଟ ଏକାଡେମୀରେ ପ୍ରାକ୍ଟିସ୍ ପିଚ କଥା ଆଲୋଚନା କରିବା ତ ୪୦ ଟି ପ୍ରାକ୍ଟିସ ପିଚ ତିଆରି ହେବ। ଫ୍ଲଡ଼ ଲାଇଟ୍ସ ୨୦ ରୁ ବେଶୀ ଲାଗିବ। କହିରଖିବୁ ୨୫୦ ବଖରା ଏବଂ ଏକ ଜିମ ଯାହାକି ୧୬,୦୦୦ ସ୍କୋୟାର ଫିଟର ନିର୍ମାଣ କରାଯିବ। ଖେଳାଳି ମାନଙ୍କ ପାଇଁ ସୁବିଧା ରହିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।