ବ୍ୟୁରୋ ରିପୋର୍ଟ: ଭାରତୀୟ ଦଳ ୨-୧ ରେ ଟି-୨୦ ସିରିଜ ଜିତି ଯାଇଛି। ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆଜି ଖେଳାଯିବାର ଅଛି। ଦୁଇ ଦଳ ଅଟେ ବେସ ମଝଭୁତ। ଟିମ ଇଣ୍ଡିଆକୁ ଫେରିଛନ୍ତି ଦମଦାର ବ୍ୟାଟ୍ସମାନ ଶିଖର ଧାୱନ। ସେ ୧୨ ଜୁଲାଇରେ ହେବାକୁ ଥିବା ମ୍ୟାଚରେ ପାରି ଆରମ୍ଭ କରିବାର ନଜର ଆସିପାରନ୍ତି। ତିନି ଟିକିଆ ମ୍ୟାଚ ବିଶିଷ୍ଟ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ODI ସିରିଜ ଖେଳାଯିବାର ଅଛି।

ଶିଖର ଧାୱନ କିଛି ଦିନ ଧରି ଟିମରୁ ଥିଲେ ବାହାର। ତାଙ୍କର ପୁରା ଫୋକସ୍ ଦିନିକିଆ ବିଶ୍ୱକପ ଉପରେ ଅଟେ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।
ସେ କହିଛନ୍ତି କି, ସେ ODI ବିଶ୍ୱକପ ପ୍ରସ୍ତୁତିରେ ଲାଗିଛନ୍ତି। ଏହା ନିମନ୍ତେ ସେ ଖାସ ପ୍ଲାନ କରୁଛନ୍ତି। ନିଜ ଷ୍ଟାଇଲରେ ଫୋକସ୍ ଦେଉଛନ୍ତି। ଏହା ସହ ସେ ଫର୍ମରେ ରହିବେ ବୋଲି ଅନୁମାନ କରୁଛନ୍ତି। ଏହା ନିମନ୍ତେ ସେ ବେଶୀ ରୁ ବେଶୀ ମ୍ୟାଚ ଖେଳିବେ ବୋଲି ସେ କହିଛନ୍ତି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି।

ସେ କହିଛନ୍ତି କି ଖେଳରେ ନିଜ ଲୟ ସ୍ଥିର ରଖିବାକୁ ଧ୍ୟାନ ଦେଉଛନ୍ତି। ଏହା ଭିତରେ IPLବି ଖେଳାଯିବାର ଅଛି, ତେବେ ସେ ସବୁ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ଅକରିବେ ବୋଲି ଆଶା ରଖିଛନ୍ତି ବୋଲି ରିପୋର୍ଟରୁ ଜଣା ଯାଇଛି। ତେବେ ବିଶ୍ୱକପ ପୂର୍ବରୁ ଅଧିକ ରୁ ଅଧିକ ଦିନିକିଆ ଏବଂ ଟି-୨୦ ଖେଳିବେ ବୋଲି ସେ ପ୍ରକାଶ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।