ତେବେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି।ଏହା ସହିତ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିବା ସହିତ ନିଜର ଟେଷ୍ଟ ମ୍ୟାଚ ସିରିଜ ଖେଳିବା ଜାରି ରଖିଛି। ଏହା ସହିତ ଭାରତୀୟ ଦଳ ସେଠାରେ ନିଜର ଭଲ ପ୍ରଦର୍ଶନ କରିବା ଜାରି ରଖିଛି। ଏହା ସହିତ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହେବା ପରେ ସେ ଭାରତୀୟ ଦଳ ସହିତ ଯୋଡି ହୋଇ ପାରି ନାହାଁନ୍ତି। ତେବେ ତାଙ୍କର ଶରୀର ସମ୍ପୂର୍ଣ୍ଣ ସୁସ୍ଥ ନଥିବା କାରଣରୁ ସେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରି ପାରି ନାହାଁନ୍ତି। ଟେଷ୍ଟ ସିରିଜ ୧-୧ ରେ ବରାବର ଅଛି। ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟ ଜିତିଥିବା ବେଳେ ସାଉଥ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ଜିତିଛି।
NEWS – Jayant Yadav & Navdeep Saini added to ODI squad for series against South Africa.
More details here – https://t.co/NerGGcODWQ #SAvIND pic.twitter.com/d14T9j3PgJ
— BCCI (@BCCI) January 12, 2022
ଏହା ସହିତ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଭାବରେ ଖେଳିବାକୁ ଯାଉଛନ୍ତି। ସେହି ସମୟରେ ଭାରତୀୟ ଦଳ ସହିତ ୱାଶିଂଟନ ସୁନ୍ଦର ମଧ୍ୟ ଜଡିତ ହୋଇ ପାରି ନାହାଁନ୍ତି। ତେବେ ସେ କରୋନା ଭୂତାଣୁରେ ସଂକ୍ରମିତ ଥିବା କଥା ଜଣା ପଡିବା ପରେ ସେ ଭାରତୀୟ ଦଳ ସହିତ ଦକ୍ଷିଣ ଆଫ୍ରିକା ଗ୍ରସ୍ତ କରି ପାରି ନଥିଲେ। ଏହା ସହିତ ଦିତୀୟ ଟେଷ୍ଟ ମ୍ୟାଚ ଚାଲିଥିବା ସମୟରେ ମହମ୍ମଦ ସିରାଜ ମଧ୍ୟ ଆଘାତ ପାଇ ଅସୁସ୍ଥ ଅଛନ୍ତି।
ତେବେ ଏହି ଦୁଇ ଜଣଙ୍କ ସ୍ଥାନ ପୂରଣ କରିବା ପାଇଁ ଦୁଇଜଣ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ପଠାଇବା ପାଇଁ ବର୍ତ୍ତମାନ ବିସିସିଆଇ ନିଷ୍ପତି ନେଇଛି। ତେବେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଜୟନ୍ତ ଯାଦବଙ୍କୁ ସୁଯୋଗ ବୋଲି ଅନୁମାନ କରାଯାଉଛି। ଏହା ସହିତ ବର୍ତ୍ତମାନ ମହମ୍ମଦ ସିରାଜଙ୍କ ସ୍ଥାନରେ ନବଦିପ ସାଇନିଙ୍କୁ ମଧ୍ୟ ସୁଯୋଗ ଦିଆଯିବ। ଏହି ଦୁଇଜଣ ଯଥା ଶୀଘ୍ର ଯାଇ ଭାରତୀୟ ଦଳରେ ଯୋଗ ଦେଇପାରନ୍ତି।
JUST IN: Navdeep Saini, Jayant Yadav added to India's ODI squad for South Africa series.
Jayant is replacement for #COVID-positive Washington Sundar; Saini comes in as back up for injury-struck Siraj (hamstring)#SAvIND pic.twitter.com/4474ifBmHU
— Cricbuzz (@cricbuzz) January 12, 2022
ତେବେ ଆଗାମୀ ୧୯,୨୧ ଓ ୨୩ ତାରିଖରେ ତିନୋଟି ଦିନିକିଆ ଖେଳା ଯିବାକୁ ରହିଛି। ତେବେ ଏହା ପୂର୍ବରୁ ସେମାନଙ୍କୁ ଭାରତୀୟ ଦଳ ସହିତ ଯୋଗ ଦେବାକୁ ପଡ଼ିବ। ତେବେ ଏହା ବ୍ୟତୀତ ରୋହିତ ଶର୍ମାଙ୍କ ସ୍ଥାନରେ ଶିଖର ଧୱନ ମଧ୍ୟ ଭାରତୀୟ ଦିନିକିଆ ଦଳରେ ରହିଛନ୍ତି। ତେବେ ଏହା ସହିତ ଏହି ଗ୍ରସ୍ତରେ ଅନେକ ନୂତନ ଖେଳାଳି ମଧ୍ୟ ସାମିଲ ହୋଇଛନ୍ତି। ତେବେ ଶିଖର ଧୱନଙ୍କ ପାଇଁ ଭାରତୀୟ ଦଳରେ ନିଜର ସ୍ଥାନ ପକ୍କା କରିବା ପାଇଁ ଏହା ଶେଷ ସୁଯୋଗ ହୋଇପାରେ। ତେବେ ଏହା ଆଶା କରାଯାଉଛି କି ଏହି ଦଳ ସେଠାରେ ବହୁତ ଭଲ ପ୍ରଦର୍ଶନ କରିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।