ବ୍ୟୁରୋ ରିପୋର୍ଟ: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଅନୁଷ୍ଠିତ ହୋଇଛି। ପାକିସ୍ତାନ ଆଗରେ ୫୦୬ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଚତୁର୍ଥ ଦିନ ଖେଳ ସମାପ୍ତ ସୁଦ୍ଧା ପାକିସ୍ତାନ ୧୯୨ ରନ କରିଛି ଯେବେକି ତାର ୨ଟି ୱିକେଟ ଯାଇଛି। ପାକିସ୍ତାନର କ୍ୟାପଟେନ ବାବର ଆଜମ ଶତକ ଲଗାଇଛନ୍ତି।
ଇମାମ ଉଲ ହକ ୧ ଏବଂ ଆଝାର ଅଲ୍ଲୀ ୬ କରି ଆଉଟ ହୋଇଯାଇଛନ୍ତି। ୨ଟି ୱିକେଟ ଦଳର ୨୧ ରେ ଗଳିଥିଲା। ପାକିସ୍ତାନର କ୍ୟାପଟେନ ବାବର ଆଜମ ୧୦୨ ଓ ଆସିଫ ୭୧ ରନରେ ନଟ ଆଉଟ ଅଛନ୍ତି। ଜିତିବା ପାଇଁ ପାକିସ୍ତାନକୁ ଆଉ ୩୧୪ ରନ ଦରକାର।
Babar Azam 👏👏, going to be an exciting finish tomorrow. #PAKvAUS
— Ashwin 🇮🇳 (@ashwinravi99) March 15, 2022
ଅଶ୍ୱିନୀ ବାବର ଆଜମଙ୍କ ପ୍ରଶଂସା କରିଛନ୍ତି। ଅଶ୍ୱିନୀ ଆଶା କରୁଛନ୍ତି କି ୫ମ ଦିନ ଖେଳ ରୋମାଂଚକ ହେବ। ସେ ଟ୍ୱିଟରେ ଲେଖିଛନ୍ତି “ବାବର ଆଜମ ୱେଲ ଡ଼ନ, କାଲି ଏକ ରୋଚକ ଶେଷ ହେବାକୁ ଯାଉଛି”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।