ୱାର୍ମ ଅଫ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଋଷଭ ପନ୍ତ। ତାଙ୍କ ଫର୍ମକୁ ନେଇ ସାଉଥ ଆଫ୍ରିକା ସିରିଜରେ କେତେକ ପ୍ରଶ୍ନ ଉଠିଥିଲା। ହେଲେ ସେ ପ୍ରଥମ ପାରିରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ଭାରତ ଆଗ ବ୍ୟାଟିଂ କରି ୨୪୬ ରନ କରିଥିବା ବେଳେ LEIC ପ୍ରଥମ ପାରିରେ ଏଯାଏ ୨୨୧ ରନରେ ୭ଟି ୱିକେଟ ହରାଇଛି।

ଭାରତ ପକ୍ଷରୁ କେ ଏସ ଭରତ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ୧୧୧ ବଲରେ ୭୦ କରି ନଟ ଆଉଟ ଥିଲେ। ବିରାଟ କୋହଲି ୩୩, ରୋହିତ ଏବଂ ଗିଲ ଯଥାକ୍ରମେ ୨୫ ଓ ୨୧ କରିଥିଲେ।
ତେବେ LEIC ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଋଷଭ ପନ୍ତ। ସେ ୮୭ ବଲରେ ୭୬ ରନ ବନାଇଥିଲେ। ତାଙ୍କର ଏହି ଜବରଦସ୍ତ ପାରିରେ ସାମିଲ ଥିଲା ଗୋଟିଏ ଛକା ଓ ୧୪ ଟି ଚୌକା। ତେବେ ଭାରତର ଦୁଇ ୱିକେଟ କିପର ବ୍ୟାଟ୍ସମାନ ୱାର୍ମ ଅଫ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି।
what a gorgeous shot by pant pic.twitter.com/zZ6avW3Gr1
— a (@91atgabba) June 24, 2022
ତେବେ ଟେଷ୍ଟରେ କାହାକୁ ମିଳିବ ସ୍ଥାନ? ଆପଣଙ୍କ ଅନୁମାନ କଣ କମେଣ୍ଟରେ ଜଣାନ୍ତୁ। କେ ଏସ ଭରତ ଆକର୍ଷଣୀୟ ପାରି ଖେଳିଥିବା ବେଳେ ଋଷଭ ପନ୍ତ ସୁନ୍ଦର ପାରି ଖେଳିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।