IND vs SA: ପ୍ରାକ୍ଟିସ ମ୍ୟାଚରେ ପନ୍ତ ଏବଂ ପାଣ୍ଡ୍ୟାଙ୍କ ଧମାକା! ବାରବାଟୀରେ ଲଗାଇଲେ ଆକର୍ଷଣୀୟ ସର୍ଟସ! ଦେଖନ୍ତୁ ଭିଡିଓ

ଦ୍ୱିତୀୟ ଟି-୨୦ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଅଛି। ପ୍ରଥମ ମ୍ୟାଚ ଅରୁଣ ଜେଟଲି ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜରେ ୧-୦ ରେ ଆଗୁଆ ଅଛି ସାଉଥ ଆଫ୍ରିକା। ଭାରତୀୟ ଦଳ ପ୍ରଥମ ଟି-୨୦ ରେ ସୁନ୍ଦର ବ୍ୟାଟିଂ କରିଥିଲେ ମଧ୍ୟ ସାଉଥ ଆଫ୍ରିକା ଦଳକୁ ପରାଜିତ କରିପାରିନଥିଲା। ଟିମ ଇଣ୍ଡିଆର ବୋଲିଂ ଉଚ୍ଚ କୋଟିର ନଥିଲା।

Google

ତେବେ ଦ୍ୱିତୀୟ ଟି-୨୦ ର ମ୍ୟାଚ ରେ ଭାରତ ଜିତିଲେ ସିରିଜ ୧-୧ ରେ ବରାଵର ହେବ। ତେବେ ବାରବାଟୀରେ ଭାରତୀୟ ଦଳ ମ୍ୟାଚ ପୂର୍ବରୁ ପ୍ରାକ୍ଟିସ କରିଛି। ଋଷଭ ପନ୍ତ ଏବଂ ହାର୍ଦିକ ପାଣ୍ଡ୍ୟା ଜୋରଦାର ବ୍ୟାଟିଂ କରିଛନ୍ତି। ପ୍ରାକ୍ଟିସ ମ୍ୟାଚରେ ଆକର୍ଷଣୀୟ ସର୍ଟସ ଲଗାଇଛନ୍ତି ଏହି ଦୁଇ ଜବରଦସ୍ତ ଖେଳାଳି।

ବାରବାଟୀ ଷ୍ଟାଡିୟମରେ ଥିବା କ୍ରିକେଟ ପ୍ରେମୀ ଖେଳ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ଅଟନ୍ତି। ପ୍ରାକ୍ଟିସ ମ୍ୟାଚରେ ଲୋକ ଆସିଥିଲେ ଯେମିତି ମ୍ୟାଚ ହେଉଛି। ତେବେ ଏହା କ୍ରିକେଟ ପ୍ରେମୀଙ୍କ ଭଲପାଇବା ଅଟେ । ତେବେ ଏହାର ଭିଡିଓ ତଳେ ଦେଖିପାରୁଥିବେ। ତେବେ ଆପଣଙ୍କ ଅନୁମାନରେ ଏହି ମ୍ୟାଚ କିଏ ଜିତିବ କମେଣ୍ଟରେ ଜଣାନ୍ତୁ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *