ମୁମ୍ବାଇ ବିପକ୍ଷ ମ୍ୟାଚରେ ପ୍ରତିଶୋଧ ନେଲେ ପ୍ୟାଟ କମିନ୍ସ! ତା ସହ ନିଜ ନାମରେ କଲେ ବଡ଼ ରେକର୍ଡ!

IPL 2022 ରେ କୋଲକତା ଏବଂ ମୁମ୍ବାଇ ବିପକ୍ଷରେ ହୋଇଥିବା ମ୍ୟାଚରେ କମିନ୍ସଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଜିତିଲା KKR। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସୁନ୍ଦର ବ୍ୟାଟିଂ କରିଥିବା ବେଳେ ପୋଲାର୍ଡ଼, ତିଲକ ବର୍ମା, ବ୍ରେଭିଶ ସୁନ୍ଦର ବ୍ୟାଟିଂ କରିଥିଲେ।

Google

ଏହି ଲକ୍ଷ୍ୟର ପିଛା କରିବା ବେଳେକୋଲକତା ପ୍ୟାଟ କମିନ୍ସଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ହାସଲ କଲା ବିଜୟ। ବୋଲିଂରେ କମିନ୍ସ ଇଶାନ କିଷାନ ଏବଂ ସୂର୍ଯ୍ୟ କୁମାର ଯାଦବଙ୍କ ୱିକେଟ ନେଇଥିଲେ। କମିନ୍ସଙ୍କ ୪ ଓଭରରେ ୫ଟି ଛକା ଓ ୨ଟି ଚୌକା ହୋଇଥିଲା।

ହେଲେ ବ୍ୟାଟିଂରେ ଆକର୍ଷଣୀୟ ସର୍ଟସ ଖେଳି ନିଜ ଟିମକୁ ମ୍ୟାଚ ଜିତାଇଥିଲେ। କମିନ୍ସ ୧୪ ବଲରେ ୫୦ ଲଗାଇଥିଲେ। ତାଙ୍କର ଏହି ପାରିରେ ଆକର୍ଷଣୀୟ ସର୍ଟସ ଥିଲା। ତେବେ ୪ ଓଭରରେ ରନ ଦେଇ ମଧ୍ୟ ବ୍ୟାଟିଂରେ ପ୍ରତିଶୋଧ ନେଇଥିଲେ କମିନ୍ସ।

Google

କମିନ୍ସ ଓଭର ୧୬ ରେ ଡାନିଏଲ ସାମସଙ୍କ ବଲରେ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ଏହି ଓଭରରେ ୩୫ ବନାଇଥିଲେ। ଏହି ବ୍ୟାଟିଂ ସହ IPL ଇତିହାସରର ଦ୍ରୁତତମ ଅର୍ଦ୍ଧଶତକ ଲଗାଇବର ରେକର୍ଡ ନିଜ ନାମରେ କଲେ। କେ ଏଲ ରାହୁଲ ମଧ୍ୟ ୧୪ ବଲରେ ୫୦ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *