KKR vs MI: ଏହି ମ୍ୟାଚ ହାରିଲେ ପ୍ଲେ ଅଫରୁ ବାହାରିବ KKR! ରୋହିତଙ୍କ ସାମ୍ନାରେ ଆୟର! କିଏ ଜିତିବ?

ବ୍ୟୁରୋ ରିପୋର୍ଟ: ଏହି IPL ର ୫୫ ତମ ମ୍ୟାଚରେ ସାମ୍ନା ସାମ୍ନି ହେବାର ଅଛି କୋଲକତା ସହିତ ମୁମ୍ବାଇର। KKR ପାଇଁ ଏହି ମ୍ୟାଚ ଜିତିବା ନିହାତି ଭାବରେ ଆବଶ୍ୟକ ଅଟେ। ତେବେ ଅପରପକ୍ଷରେ ମୁମ୍ବାଇ ଯିଏ ପ୍ଲେ ଅଫରୁ ବାହାରି ସାରିଛି ହେଲେ ପୂର୍ବ ମ୍ୟାଚ ଜିତି ଭଲ ଫର୍ମରେ ଅଛି। ତେବେ ମ୍ୟାଚ ରୋମାଂଚକ ହେବାର ଅନୁମାନ ଅଛି।

Google

ପୂର୍ବରୁ ଏହି ଦୁଇ ଟିମଙ୍କ ଭିତରେ ହୋଇଥିବା ମ୍ୟାଚରେ ଜିତି ନେଇଥିଲା କୋଲକତା। ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ ପ୍ୟାଟ କମିନ୍ସ। ସେ ଦ୍ରୁତ ଅର୍ଦ୍ଧଶତକ ଲଗାଇଥିଲେ।

KKR ର ଓପ୍ନର ବିଫଳ ହେଉଛନ୍ତି ଯେବେକି ମୁମ୍ବାଇର ବୋଲିଂ ବୁମରାଙ୍କୁ ଛାଡିଲେ ଅନ୍ୟ ବୋଲର ପ୍ରାୟ ବିଫଳ ହେଉଛନ୍ତି। ହେଲେ ପୂର୍ବ ମ୍ୟାଚରେ ଡାନିଏଲ ସାମସ୍ ସୁନ୍ଦର ବୋଲିଂ କରିଥିଲେ।

Google

ତେବେ ଆୟର ଏବଂ ରୋହିତଙ୍କ କ୍ୟାପଟେନସି କେଉଁ ଟିମ ଆଜି ଜିତିପାରେ? ଆପଣଙ୍କ ଅନୁମାନରେ ଲାଗୁଚି କିଏ ଜିତିବ ଆମକୁ କମେଣ୍ଟ କରି ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *