ପ୍ରସିଦ୍ଧ କ୍ରିଷ୍ଣାଙ୍କ ଭରପୁର ପ୍ରଶଂସା କଲେ କ୍ୟାପଟେନ ରୋହିତ! କହିଲେ ଲମ୍ବା ସମୟରୁ ଏପରି ବୋଲିଂ ଦେଖିନି! ପଢନ୍ତୁ ପୁରା ଖବର

ଭାରତ ବନାମ ୱେଷ୍ଟଇଣ୍ଡିଜ ବିପକ୍ଷରେ ହୋଇଥିବା ODI ସିରିଜରେ ପ୍ରସିଦ୍ଧ କ୍ରିଷ୍ଣା ସୁନ୍ଦର ବୋଲିଂ କରିଥିଲେ। ତେବେ ବୁଧବାର ଦିନ ଖେଳା ଯାଇଥିବା ଭାରତ ବନାମ ୱେଷ୍ଟଇଣ୍ଡିଜର ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୪୪ ରନରେ ପରାସ୍ତ କରିଥିଲା। ଏହାର ନାୟକ ରହିଲେ ଭାରତର ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା। ସେ ଏହି ମ୍ୟାଚରେ ୪ଟି ୱିକେଟ ନେଇଥିଲେ ଆଉ ମ୍ୟାଚ ଭାରତ ନାମରେ ନାମିତ କଲେ। ଏହା ଉପରେ ତାଙ୍କର ପ୍ରଶଂସା ହିଁ ପ୍ରଶଂସା ହେଉଛି। ଭାରତର ଅଧିନାୟକ ରୋହିତ ଶର୍ମା ମଧ୍ୟ ତାଙ୍କର ଭରା ପ୍ରଶଂସା କରୁଛନ୍ତି। ତେବେ ଚାଲନ୍ତୁ ଜାଣିବା କଣ କହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା।

Google

ରୋହିତ ଶର୍ମା କହିଲେ କି ଦ୍ରୁତ ବୋଲର ମାନଙ୍କର ପ୍ରଦର୍ଶନ ସବୁଠୁ ଭଲ ଥିଲା ଆଉ ସେ ଲମ୍ବା ସମୟରୁ ହିଁ ଏପରି ସ୍ପେଲ ଜମା ବି ଦେଖିନଥିଲେ। ତାଙ୍କୁ ଖୁସି ହେଉଛି କି ସେ ଏହିପରି ସ୍ପେଲ ଆଜି ହିଁ ଦେଖିଲେ। ତାଙ୍କର ଆଶ୍ଚର୍ଯ୍ୟ ହେବାର କାରଣ ଥିଲା କି ପ୍ରସିଦ୍ଧ କ୍ରିଷ୍ଣା ସେହିଦିନ ହିଁ ଏପରି ସ୍ପେଲ କରିବାକୁ ଲାଗିଲେ। ତେବେ ଆର ପଟେ ପ୍ରସିଦ୍ଧ କ୍ରିଷ୍ଣା ଏହା କହିଲେ କି ସେ ରୋହିତଙ୍କର ପ୍ରଶଂସା ଶୁଣି ବହୁତ ଖୁସି ଅଟନ୍ତି କାରଣ ରୋହିତ ବହୁତ ଦିନରୁ କ୍ରିକେଟ ଖେଳୁଛନ୍ତି ଆୟ ତାଙ୍କ ପ୍ରଶଂସା ଏହାଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ ଅଟେ। ତାଙ୍କୁ ଖୁସି ଥିଲା କି ସେ ସେହିଦିନ ହିଁ ନିଜର ବେଷ୍ଟ ସ୍ପେଲ କରିପାରିଲେ।

ଆପଣଙ୍କୁ କହିରଖୁଛୁ କି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୯ ଓଭର ବୋଲିଂ କରି ୧୨ ରନ ଦେଇ ହି ୪ଟି ୱିକେଟ ନେଇଥିଲେ ଆଉ ଏହା ସହ ହିଁ ଭାରତ ଏହି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ନିଜ ନାମରେ କରିଥିଲା। ଏହା ସହ ହିଁ ଭାରତର ବିଜୟର ଯାତ୍ରା ଆରମ୍ଭ ହେଇ ଯାଇଛି। ଏହି ବର୍ଷର ଏହା ଦ୍ୱିତୀୟ ବିଜୟ ଥିଲା ଯାହା କି ଭାରତ ସାମ୍ନାରେ ଆସିଯାଇଛି। ତେବେ ଏହା ରୋହିତ ଶର୍ମାଙ୍କର ପ୍ରଥମ ସିରିଜ ବିଜୟ ଅଟେ ଯାହା କି ଭାରତର ଫୁଲ ଟାଇମ ଅଧିନାୟକ ଭାବେ ଆସିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *