ଟି-୨୦ ବିଶ୍ୱକପରେ ଏହି ଦମଦାର ବ୍ୟାଟ୍ସମାନ ଅଟନ୍ତି ଆବଶ୍ୟକ! ସେହ୍ୱାଗଙ୍କ ପରି କରନ୍ତି ଓପନିଂ!

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ପାଖାପାଖି ୩ ମାସ ପରେ ଅଷ୍ଟ୍ରେଲିଆରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ ଖେଳିବାର ଅଛି। ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଏହି ମହା ଇଭେଣ୍ଟ ପାଇଁ ଟିମ ଇଣ୍ଡିଆ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆକୁ ଜଣେ ବ୍ୟାଟ୍ସମ୍ୟାନଙ୍କ ଅତ୍ୟନ୍ତ ଆବଶ୍ୟକତା ରହିଛି ଯିଏକି ଏକାକୀ ମ୍ୟାଚ ବଦଳାଇପାରିବେ।

Google
ଟି-୨୦ ବିଶ୍ୱକପରେ ଏହି ବ୍ୟାଟ୍ସମ୍ୟାନଙ୍କ ଅତ୍ୟନ୍ତ ଆବଶ୍ୟକ:

ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆକୁ ପୃଥୀ ସ୍ୱଙ୍କ ଅତ୍ୟନ୍ତ ଆବଶ୍ୟକତା ରହିଛି। ସେ ଆରମ୍ଭରୁ ଦ୍ରୁତ ଗତିରେ ବ୍ୟାଟିଙ୍ଗ କରିବାରେ ମାହିର। ସ୍ୱ ଙ୍କୁ ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହ୍ଵାଗଙ୍କ କମ୍ବୀନେସନ ମାନାଯାଏ। ଯାହାଙ୍କ ପାଖରେ ଅନେକ ସର୍ଟସ ଖେଳିବାର କୌଶଳ ଅଛି।

ଟିମ ଇଣ୍ଡିଆର ରେଗୁରାଲ ଓପନର ହୋଇପାରିବେ:

ପୃଥୀ ସ୍ୱ ଆଗାମୀ ଦିନରେ ଟିମ ଇଣ୍ଡିଆର ରେଗୁରାଲ ଓପନର ହୋଇପାରନ୍ତି। ତାଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ମଧ୍ୟ ଜିତିଛି। ଭାରତୀୟ ଏହି ଯୁବ ଖେଳାଳି ୨୦୧୯ ଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟିମକୁ ଚମ୍ପିୟନ କରିଥିଲେ। ଶୁଭମନ ଗିଲ ଓ ଶିବମ ମାଭି ମଧ୍ୟ ସେହି ଟିମର ଅଂଶ ଥିଲେ।

Google

ଚୟନକର୍ତ୍ତା ସ୍ୱଙ୍କ ପରି ଜବରଦସ୍ତ ଓପନରଙ୍କୁ ଲଗାତର ଅଣଦେଖା କରିଆସୁଛନ୍ତି। ସେ ବର୍ତ୍ତମାନ ସମୟରେ ଦୁନିଆର ଜବରଦସ୍ତ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ଚୟନକର୍ତ୍ତା ତାଙ୍କୁ ଲଗାତର ଟିମରୁ ବାହାରେ ରଖୁଛନ୍ତି। ଆଗାମୀ ସମୟରେ ଟିମ ଇଣ୍ଡିଆକୁ ଏକ ନୂଆ ଓପନରଙ୍କ ଆବଶ୍ୟକତା ହେବ। ଏହି ଦାୟୀତ୍ୱ ଯୁବ ପୃଥୀ ସ୍ୱ ସମ୍ଭାଳିପାରିବେ। ସ୍ୱଙ୍କ ପ୍ରଦର୍ଶନ ଘରୋଇ ଟୁର୍ଣ୍ଣାମେଣ୍ଟ ଓ ଆଇପିଏଲରେ ଜବରଦସ୍ତ ରହିଛି। ଏହି ବ୍ୟାଟ୍ସମ୍ୟାନ ଟିମ ଇଣ୍ଡିଆର ଭବିଷ୍ୟତ ଅଟନ୍ତି। ତାଙ୍କ ବ୍ୟାଟିଙ୍ଗରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *