ଅଶ୍ୱିନୀଙ୍କ ନୂଆ କନସେପ୍ଟ! ଏହି ସର୍ଟ ଉପରେ ଦାବି କଲେ LBW ଆଉଟ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଭାରତର ବୋଲର ଅଶ୍ୱିନୀ କ୍ରିକେଟର ଆଉଟ ପ୍ରଣାଳୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ନିଜର ସ୍ୱତନ୍ତ୍ର ମନୋଭାବକୁ ନେଇ ଚର୍ଚ୍ଚାରେ ପ୍ରାୟ ରହିଥାନ୍ତି। ବ୍ୟାଟରେ ସ୍ୱିଚ ସର୍ଟ ଖେଳିଲେ LBW ନିୟମ ଚେଞ୍ଜ କରିବା ଆବଶ୍ୟକ ଏବଂ ବୋଲରଙ୍କ ପକ୍ଷରୁ କିଛି ନିର୍ଣ୍ଣୟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

Google

ୟୁ ଟୁବ ଚ୍ୟାନେଲରେ ନିଜର ଅଶ୍ୱିନୀ କହିଛନ୍ତି କି , ବ୍ୟାଟର ସ୍ୱିଚ ହିଟ ଖେଳିପାରିବେ। ହେଲେ ବ୍ୟାଟରେ ବଲ ମିସ ହେଲେ LBW ଦେବା ଆବଶ୍ୟକ। ବ୍ୟାଟର ବୁଲି ଗଲେ ଆଉଟ ଦିଆଯାଇ ହେବ ନାହିଁ। ସେ ପ୍ରଶ୍ନ କରିଛନ୍ତି କି ଏପରି କେମିତି କୁହାଯିବ।

ଅଶ୍ୱିନୀ ରୁଟ ଏବଂ ବେୟାରଷ୍ଟୋଙ୍କ ଉଦାହରଣ ଦେଇଥିଲେ। ସେ କହିଥିଲେ ଦୁହେଁ ଗୋଟିଏ ପାରିରେ ଏପରି ୧୦ ଟି ସର୍ଟସ ଖେଳିଥିଲେ। ଏଥିରେ ୯ ଥର ସେମାନେ ସଫଳ ହୋଇନଥିଲେ। ଏଜବେଷ୍ଟନ ଟେଷ୍ଟରେ ଏପରି ଦେଖିବାକୁ ମିଳିଥିଲା।

Google

ପୂର୍ବରୁ ଅଶ୍ୱିନୀ ମଙ୍କଡ ଆଉଟ କୁ ନେଇ କେତେ ସମୟ ପରେ ଚର୍ଚ୍ଚାର ଥିଲେ। ପରେ ICC ଏହାକୁ ଠିକ କହିଥିଲା। ତେବେ ଅଶ୍ୱିନୀ ଜଣେ ଉଚ୍ଚକୋଟୀର ଖେଳାଳି ଅଟନ୍ତି। ସେ ସ୍ପିନ ବୋଲିଂ କରିବା ସହ ବ୍ୟାଟିଂ ବି କରନ୍ତି। ସେ ଭାରତ ପକ୍ଷରୁ ଅନେକ ମ୍ୟାଚ ଖେଳିଛନ୍ତି ଓ ମ୍ୟାଚ ୱିନିଂ ବୋଲିଂ କରିଛନ୍ତି। ତେବେ ଏହି ଆଉଟ ଉପରେ ଆପଣଙ୍କ ଅନୁମାନ କଣ ତାହା କମେଣ୍ଟ ସେକ୍ସନରେ ଜଣେଇପାରିବେ। IPL ରେ ଅଶ୍ୱିନୀ ରାଜସ୍ଥାନ ରୟାଲସ ଟିମରେ ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *