ଶାସ୍ତ୍ରୀଙ୍କ ସମୟରେ ହେଉଥିଲା ଏହି ନିୟମ ଲାଗୁ! ହେଲେ ଦ୍ରାଭିଡ ଆସିବା ପରେ ଏହି ନିୟମରେ ହେଲା ଚେଞ୍ଜ, ଜାଣନ୍ତୁ କଣ

ତେବେ ଆମେ ଏହା ପ୍ରାୟ ଭଲ ଭାବରେ ଜାଣୁ କି ଭାରତୀୟ ଦଳରେ ଯେତେବେଳେ କୌଣସି ଖେଳାଳୀ ପ୍ରତିନିଧିତ୍ଵ କରିବାକୁ ଆସିଥାଏ ସେହି ସମୟରେ ସେହି ଖେଳାଳିଙ୍କୁ ଦଳ ପକ୍ଷରୁ କ୍ୟାପ ଦିଆଯାଇଥାଏ। ତେବେ ଏହି ନିୟମ ଅନେକ ପୂର୍ବ ସମୟରୁ ରହି ଆସିଛି। ତେବେ ସୂଚନା ଅନୁସାରେ ଯେତେବେଳେ କୌଣସି ଖେଳାଳି ନୂତନ ଭାବରେ କୌଣସି ଖେଳ ଖେଳିବାକୁ ଆସିଥାନ୍ତି ସେହି ସମୟରେ ଦଳର ମୁଖ୍ୟ ପ୍ରଶିକ୍ଷକ ତାଙ୍କୁ ଦଳର କ୍ୟାପ ପ୍ରଦାନ କରିଥାଆନ୍ତି।

Google

ତେବେ ଏହି ପରମ୍ପରା ବିରାଟ କୋହଲି ଅଧିନାୟକ ଥିବା ସମୟରେ ଆରମ୍ଭ ହୋଇଥିଲା। ତେବେ ଯେତେବେଳେ ରବି ଶାସ୍ତ୍ରୀ ଦଳର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ ସେହି ସମୟରେ ଏହି ପରମ୍ପରା ମଳିନ ପଡ଼ିବାକୁ ଆରମ୍ଭ ହୋଇ ଯାଇଥିଲା।କିନ୍ତୁ ରବି ଶାସ୍ତ୍ରୀଙ୍କ ପରେ ଯେତେବେଳେ ରାହୁଲ ଦ୍ରାବିଡ ଏହି ଭାରତୀୟ ଦଳର ବର୍ତ୍ତମାନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ଵ ନେଇଛନ୍ତି ଏହାପରେ ଏହି ନିୟମରେ ଅନେକ ସୁଧାର ଆସିଛି। ତେବେ ଫଳରେ ଯେତେବେଳେ କୌଣସି ନୂତନ ଖେଳାଳି ଖେଳିବା ପାଇଁ ଆସି ଥାଆନ୍ତି ସେହି ସମୟରେ କୌଣସି ପୂର୍ବତନ ଖେଳାଳି ସେହି ଖେଳାଳିଙ୍କୁ କ୍ୟାପ ଦେବା ବର୍ତ୍ତମାନ ଆରମ୍ଭ ହୋଇଛି।

ତେବେ ଏହି ନିୟମ ଅନେକ ଲୋକଙ୍କୁ ବହୁତ ପସନ୍ଦ ଆସୁଛି। ତେବେ ହର୍ଶଲ ପଟେଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳର ଟି ୨୦ ମ୍ୟାଚ ଖେଳିବା ପାଇଁ ଯେତେବେଳେ ଆରମ୍ଭ କରିଥିଲେ ସେହି ସମୟରେ ତାଙ୍କୁ ଭାରତୀୟ ଦଳର କ୍ୟାପ ଦେବା ପାଇଁ ଅଜିତ ଅଗରକର ଆସିଥିଲେ। ଏହା ସହିତ ପ୍ରଥମ ଟେଷ୍ଟ ମ୍ୟାଚ ସମୟରେ ଯେତେବେଳେ ଶ୍ରେୟଶ ଆୟର ଖେଳିବା ପାଇଁ ଚୟନ ହୋଇଥିଲେ ସେତେବେଳେ ତାଙ୍କୁ କ୍ୟାପ ଦେବା ପାଇଁ ସୁନିଲ ଗାଭାସ୍କର ଆସିଥିଲେ।

Google

ତେବେ ଏହି ନୂତନ ନିୟମ ଲାଗୁ ହେବା ପରେ ଅନେକ ଲୋକ ଏହାକୁ ପସନ୍ଦ କରୁଛନ୍ତି। ଏହା ସହିତ ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷଣରେ ଭରତୀୟ ଦଳ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛି ଯାହା ଏକ ବହୁତ ଭଲ ସୂଚନା ଅଟେ। ଏହା ସହିତ ଭାରତୀୟ ଦଳ ମଧ୍ୟ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ଲାଗି ପଡ଼ିଛି। ଯାହା ଫଳରେ ଭାରତୀୟ ଦଳକୁ ସମ୍ମୁଖୀନ ହେବା କୌଣସି ସାଧାରଣ କଥା ନୁହେଁ। ତେବେ ବିରାଟ କୋହଲି ଓ ଧୋନିଙ୍କ ସମୟରେ ଏହି ପରମ୍ପରାରେ କିଛି ପରିବର୍ତ୍ତନ ଆସିଥିଲା। ସେହି ସମୟରେ କୋହଲି ଓ ଧୋନି ନୂତନ ଖେଳାଳିଙ୍କୁ କ୍ୟାପ ଦେଇଥିଲେ କିନ୍ତୁ ବର୍ତ୍ତମାନ ଦ୍ରାବିଡ ଆସିବା ପରେ ଏହି ନିୟମରେ ପରିବର୍ତ୍ତନ ହୋଇ ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.