T-20 ବିଶ୍ୱକପରେ ରବୀନ୍ଦ୍ର ଜାଡେଜାଙ୍କୁ ମିଳିବନି ଚାନ୍ସ! ମାଂଜରେକର ଦେଲେ ବଡ଼ ବୟାନ, ପଢ଼ନ୍ତୁ ପୁରା ଖବର

ତେବେ ଆଗକୁ ଆସୁଛି ଟି-୨୦ ବିଶ୍ୱକପ। କିଏ ପାଇବେ ସ୍ଥାନ? କେଉଁ ସ୍ଥାନରେ ଖେଳିବେ? ଓପନ କରିବ କିଏ? ଏନେଇ ବି ଆଲୋଚନା କେତେକ ହେଇଥାଇପାରେ। ତେବେ ଆଉ ଏକ ବଡ଼ ଖବର ଯେ ଜାଡେଜାଙ୍କୁ ମିଳିବନି ବିଶ୍ୱକପରେ ଚାନ୍ସ? ସଂଜୟ ମାଂଜରେକର ଏହାକୁ ନେଇ ଦେଇଛନ୍ତି ବଡ଼ ବୟାନ।

Google

ସେ କହିଛନ୍ତି ରବୀନ୍ଦ୍ର ଜାଡେଜାଙ୍କୁ ଟି-୨୦ ବିଶ୍ୱକପ ଟିମରେ ସ୍ଥାନ ମିଳିବା କଷ୍ଟକର। ତାଙ୍କ ଅନୁସାରେ ଦିନେସ କାର୍ତ୍ତିକ ଫର୍ମରେ ଅଛନ୍ତି। ସେ ୬ କିମ୍ବା ୭ ନମ୍ବର ପାଇଁ ଉଚିତ। ସେ ଯେଉଁ ପ୍ରଭାବ ଟି-୨୦ କ୍ରିକେଟରେ ପକାଇଛନ୍ତି ତାହା ଚମତ୍କାର। ତେଣୁ ଏସବୁ ଲକ୍ଷ୍ୟ କଲେ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିବା କଷ୍ଟକର।ହାର୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି, ଋଷଭ ପନ୍ତ ଟିମରେ ଅଛନ୍ତି।

IPL ରେ ପ୍ରଦର୍ଶନ: ସେ ୨୦୨୨ IPL ରେ ଏତେ ଖାସ ପ୍ରଦର୍ଶନ କରିପାରିନଥିଲେ। ସେ କେତେକ ମ୍ୟାଚରେ କ୍ୟାପଟେନ ଥିଲେ ପୁଣି କେତେକ ମ୍ୟାଚ ପରେ ସେ କ୍ୟାପଟେନ ହୋଇନଥିଲେ। ସେ ଶେଷ କେତେକ ମ୍ୟାଚ ବି ଖେଳିନଥିଲେ। ଇଂଲଣ୍ଡ ଗ୍ରସ୍ତରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଅନୁମାନ।

Google

ତେବେ ଆପଣଙ୍କ ମତରେ କିଏ ସ୍ଥାନ ପାଇବା ଦରକାର? ପନ୍ତ ଏବେ ୱାର୍ମ ଅଫ ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରିଥିବା ବେଳେ କାର୍ତ୍ତିକ IPL ରେ ଏବଂ IPL ପର ସାଉଥ ଆଫ୍ରିକା ସିରିଜରେ ବି ଭଲ ଫର୍ମରେ ଥିଲେ। ପାଣ୍ଡ୍ୟା ମଧ୍ୟ ଜବରଦସ୍ତ ଫର୍ମରେ। ଜାଡେଜା ମଧ୍ୟ ଉଚ୍ଚସ୍ତରୀୟ ଖେଳାଳି ଓ ସେ ମ୍ୟାଚ ୱିନର। ତେବେ କିଏ ପାଇବେ ଚୂଡାନ୍ତ ଏକାଦଶରେ ସ୍ଥାନ? କଣ ଆପଣଙ୍କ ମତ କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *