CSK ର ଅମ୍ବତି ରାୟୁଡୁ କଲେ ରିଟାୟାରର ଘୋଷଣା। ୨୦୨୨ IPL ତାଙ୍କର ହେବ ଶେଷ IPL। ୨୦୧୩ ମସିହାରେ ରାୟୁଡୁ ଭାରତୀୟ କ୍ରିକେଟରେ ଜିମ୍ବାୱେ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ୫୫ ଟି ODI ରେ ୧୬୯୪ ରନ ବନାଇଛନ୍ତି। ଯେଉଁଥିରେ ୩ଟି ଶତକ ଏବଂ ୧୦ ଟି ଅର୍ଦ୍ଧଶତକ ସାମିଲ ଅଛି।
Ambati Rayudu announces retirement from IPL, thanks MI, CSK for 'wonderful journey' https://t.co/tcbGSgCHpM
— Hindustan Times (@HindustanTimes) May 14, 2022
ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ରେ ସେ ଡେବ୍ୟୁ କରିଥିଲେ। ସେ ୬ଟି ଟି-୨୦ ମ୍ୟାଚରେ ୪୨ ରନ ବନାଇଛନ୍ତି। ଏବେ ଯାଏ ଅମ୍ବତି ରାୟୁଡୁ ୨୭.୧୦ ର ଔଷତରେ ୨୭୧ ରନ ବନାଇଛନ୍ତି। ତେବେ ଅମ୍ବତି ରାୟୁଡୁ IPL ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଛନ୍ତି।
ସେ IPL ରେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ ଧୋନୀଙ୍କ ସହ ପାର୍ଟନରସିପ ବି କରିଛନ୍ତି। ରାୟୁଡୁ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ଅଛନ୍ତି । ସେ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଥିଲେ।
Thank You Champion 🏆🙏 #ambatirayudu #Rayudu #CSK #Dhoni pic.twitter.com/CuqrCHzDVs
— Priyanshu sharma (@priyanshu_077) May 14, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।