RCB vs DC: ଦୁଇ ବଡ଼ ଟିମ ମଧ୍ୟରେ ଆଜି ହେବ ଧାମାକାଦାର ମ୍ୟାଚ! କିଏ ମାରିବ ବାଜି?

ବ୍ୟୁରୋ ରିପୋର୍ଟ: DC ଏବଂ RCB ମଧ୍ୟରେ ଆଜି ରାତିରେ ମ୍ୟାଚ ଖେଳାଯିବାର ଅଛି। ତେବେ ଏହି ମ୍ୟାଚରେ କେଉଁ କେଉଁ ଖେଳାଳି କାଲି ଖେଳିବା ପାଇଁ ଯାଉଛନ୍ତି ଆମେ ସେହି ସମ୍ପର୍କରେ ଆଲୋଚନା କରିବା। ତେବେ ଆଗାମୀ ମ୍ୟାଚରେ ଉଭୟ ଦଳର କିଛି କିଛି ଦୁର୍ବଳତା ରହିଛି। ତେବେ ଆରସିବି ନିଜର ଗତ ମ୍ୟାଚରେ ଚେନ୍ନାଇ ପାଖରୁ ପରାଜୟ ବରଣ କରିଥିଲା। ତେବେ ଏହି ମ୍ୟାଚରେ ଆରସିବି ଦଳର ବ୍ୟାଟସମ୍ୟାନ ବହୁତ ଭଲ ଖେଳ ପ୍ରଦର୍ଶନ କରି ଥିଲେ।ତେବେ ସେମାନେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ।କିନ୍ତୁ ଏହି ଦଳର ବୋଲିଂ ଅଧିକ ଭଲ ନଥିଲା।

Google

ଯାହା ଫଳରେ ଏହି ଦଳକୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ତେବେ ମଧ୍ୟ ଏହି ଦଳ ଅନେକ ଭଲ ସ୍ଥାନରେ ରହିଛି। ତେବେ ପାଞ୍ଚଟି ମ୍ୟାଚ ଖେଳି ଏହି ଦଳ ତିନିଟି ମ୍ୟାଚରେ ଜିତି ସାରିଛି।ଏହା ସହିତ ଏହାର ଆଗାମୀ ମ୍ୟାଚ ଦିଲ୍ଲୀ ସହିତ ରହିଛି। ତେବେ ଦିଲ୍ଲୀ ମଧ୍ୟ ଏହି ବର୍ଷ ଅନେକ ଭଲ ଖେଳ ପ୍ରଦର୍ଶନ କରିଛି। ଏହା ସହିତ ଦିଲ୍ଲୀ ୪ଟି ମ୍ୟାଚ ଖେଳିବା ସହିତ ୨ଟିରେ ବିଜୟ ହାସଲ କରିଛି ତେବେ ଏହି ଦଳର ବୋଲିଙ୍ଗ ବିଭାଗ ଉପରେ କେବଳ ଦଳର ନଜର ରହିବା ନିହାତି ଭାବରେ ଆବଶ୍ୟକତା ରହିଛି ନଚେତ ଦଳକୁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ପାରେ।

ତେବେ ଆରସିବି ଦଳର ବ୍ୟାଟିଂ ବିଭାଗ ପାଖରେ ଅନେକ ଦକ୍ଷତା ରହିଛି।ଏହା ସହିତ ଏହି ଦଳର ବୋଲିଙ୍ଗ ବିଭାଗ ମଧ୍ୟ ଅନେକ। ଭାବରେ ସନ୍ତୁଳିତ ଏତେ। ଏହା ସହିତ ଏହି ଦଳ ନିଜର ଆଗାମୀ ମ୍ୟାଚ ଦିଲ୍ଲୀ ସହିତ ଖେଳିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଥିବା ଜଣା ପଡିଛି।ତେବେ ଏହି ମ୍ୟାଚରେ ଆରସିବି ପକ୍ଷରୁ ଫାଫ ଓ ଅନୁଜ ରାୱତ ଓପନ କରିବାର ଚାନ୍ସ ଅଛି। ଏହା ସହିତ ଏହା ପରେ ଏହି ଦଳରେ କୋହଲି ଆସିବାର ଅଛି। ଏହା ସହିତ ଏହା ପରେ ଗ୍ଲେନ ମ୍ୟାକ୍ସୱେଲ, ତାହା ପରେ ଏହି ଦଳରେ ଦିନେଶ କାର୍ତ୍ତିକ ଏହା ପରେ ସୁୟସ ପ୍ରଭୁଦେଶାଇ ରହିବାର ଅଛି।ଏହା ସହିତ ଏହା ପରେ ସଜବାଜ ଅହମ୍ମଦ ରହିବାର ଅଛି।

Google

ଏହା ସହିତ ଏହା ପରେ ହସରଙ୍ଗା,ହଜେଲଉଡ,ଆକାଶଦୀପ ଏହା ପରେ ଶେଷରେ ମହମ୍ମଦ ସିରାଜ ଆଗାମୀ ମ୍ୟାଚରେ ଖେଳିବାକୁ ଯାଉଛନ୍ତି।

ତେବେ ଏହା ପରେ ଦିଲ୍ଲୀ ଦଳରେ ପୃଥୀ ସ୍ଵ, ଡେଭିଡ ୱର୍ଣର,ପନ୍ତ, ରୋଭମ୍ୟାନ,ସର୍ଫରାଜ,ଅକ୍ସର ପଟେଲ,କୁଲଦୀପ ଯାଦବ,ମୁସ୍ତାଫିଯୁର, ଲଳିତ ଯାଦବ,ସାର୍ଦୂଳ ଠାକୁର,ଖଲିଲ ଅହମ୍ମଦ ଖେଳିବାର ଅଛି। ତେବେ ଉଭୟ ଦଳ ପରସ୍ପର ସହିତ ୨୪ ମ୍ୟାଚ ଖେଳି ସାରିଛନ୍ତି। ଏହା ସହିତ ଏଥିରେ ଆରସିବି ୧୫ ମ୍ୟାଚ ଜିତି ଥିବା ବେଳେ ଦିଲ୍ଲୀ ୮ ମ୍ୟାଚ ଜିତି ପାରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *