RCB ବୋଲିଂରେ ଘାଇଲା ମୁମ୍ବାଇ ବ୍ୟାଟିଂକ୍ରମ! ହର୍ଷଲ, ହସରଙ୍ଗାଙ୍କ ଚମତ୍କାର ବୋଲିଂ!

IPL 2022 ରେ ଆଉ ଏକ ମ୍ୟାଚ ବାଙ୍ଗାଲୋର ଏବଂ ମୁମ୍ବାଇ ଭିତରେ ଖେଳା ଯାଉଛି। ଯେଉଁଥିରେ ଆଗ ବ୍ୟାଟିଂ କରି ମୁମ୍ବାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି। ଇଶାନ କିଷାନ ଏବଂ ରୋହିତ ପାୱାର ପ୍ଲେରେ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ହେଲେ ହର୍ଷଲଙ୍କ ଓଭରରେ ରୋହିତ ଆଉଟ ହେବା ପରେ ୱିକେଟ କିଛି ଗଳି ପଡିଥିଲା।

ରୋହିତ ଶର୍ମା ୧୫ ବଲରେ ୨୬ କରିଥିଲେ (୪ଟି ଚୌକା, ଗୋଟିଏ ଛକା), ଇଶାନ କିଷାନ ୨୮ ବଲରେ ୨୬ କରି ଆଉଟ ହୋଇଥିଲେ (୩ଟି ଚୌକା)।

Google

ତାହା ପରେ ବ୍ରେଭିସ ୮ କରି ହସରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ। ସେ ଏଲବିଡବ୍ଲ୍ୟୁ ହୋଇଥିଲେ। ତିଲକ ବର୍ମା ୦୦ ରନରେ ଆଉଟ ହୋଇଥିଲେ। ସେ ରନ ଆଉଟ ହୋଇଯାଇଥିଲେ।

କିରୋନ ପୋଲାର୍ଡ଼ ୦୦ ରେ ଆଉଟ ହୋଇଯାଇଥିଲେ। ତାଙ୍କୁ ହସରଙ୍ଗା ଆଉଟ କରିଥିଲେ। RCB ପକ୍ଷରୁ ହସରଙ୍ଗା ୨ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ସେ ୪ ଓଭରରେ ୨୮ ରନ ଦେଇ ୨ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *