RCB ଏବଂ RR ମଧ୍ୟ ଏକ ଧମାକାଦାର ମ୍ୟାଚ ହେବାର ଅନୁମାନ। ଆଗ ବ୍ୟାଟିଂ କରି ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ବନାଇଛି ୧୬୯ ରନ। ପ୍ରଥମରୁ ସୁନ୍ଦର ବୋଲିଂ କରିଥିଲେ RCB ବୋଲର ମାନେ। ୟସସ୍ୱି ଜୟସୱାଲ ଆଉଟ ହେବା ପରେ ଦଳକୁ ସମ୍ଭାଳିଥିଲେ ପାଡିକଲ ଏବଂ ଜୋସ ବଟଲର।

ଜୟସୱାଲ ୪ ରନ ବନାଇ ଆଉଟ ହୋଇଯାଇଥିଲେ। ହେଲେ ଜୋସ ବଟଲର ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୪୭ ବଲରେ ୭୦ ରନ କରିଥିଲେ। ତାଙ୍କର ଏହି ପାରିରେ ଚୌକା ଆସିନଥିଲା ହେଲେ ଛକା ୬ଟି ଆସିଥିଲା। ତାଙ୍କର ଷ୍ଟ୍ରାଇକ ରେଟ ୧୪୮.୯୪ ଥିଲା।
ତାଙ୍କ ଛଡା ସିମରନ ହେଟମାୟାର ବି ସୁନ୍ଦର ଖେଳର ପ୍ରଦର୍ଶନ କରିଥିଲେ। ସେ ୩୧ ବଲରେ ୪୨ କରିଥିଲେ। ତାଙ୍କର ଏହି ପାରିରେ ୨ଟି ଛକା ଏବଂ ୪ଟି ଚୌକା ସାମିଲ ଥିଲା। ଷ୍ଟ୍ରାଇକ ରେଟ ତାଙ୍କର ୧୩୫.୪୮ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।