ତେବେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳୁଛି । ଏହା ସହିତ ଆଉ କିଛି କଥା ମଧ୍ୟ ସାମ୍ନାକୁ ଆସୁଛି। ତେବେ ଏହି ଟେଷ୍ଟ ସିରିଜ ପରେ ଭାରତୀୟ ଦଳ ଦିନିକିଆ ସିରିଜ ମଧ୍ୟ ଖେଳିବାକୁ ଯାଉଛି।ତେବେ ଭାରତୀୟ ଦଳ ପାଇଁ ଏହା ଚିନ୍ତାର କାରଣ ହୋଇଛି କି ଭାରତୀୟ ଦଳରେ କେଉଁ ଅଲରାଉଣ୍ଡରଙ୍କୁ ଖେଳିବାକୁ ଦିଆଯିବ। ତେବେ ଭାରତୀୟ ଦଳରେ ରିଶୀ ଧୱନ ଓ ଭେଙ୍କଟେସ ଆୟର ଅଲରାଉଣ୍ଡର ଭାବରେ ରହିଛନ୍ତି।
Rishi Dhawan in this Vijay Hazare Trophy 2021:-
With the Bat:
•Match – 8
•Innings – 8
•Runs – 458
•Average – 76.33
•Strike Rate – 127.22
•Fifties – 5With the Ball:
•Match – 8
•Innings – 8
•Wickets – 17
•Average – 23.352nd Most Runs Scorer, 2nd Most Wickettaker. pic.twitter.com/Q0KNu8Sx2Y
— CricketMAN2 (@man4_cricket) December 26, 2021
ତେବେ ରିଶି ଧୱନ ବିଜୟ ହଜାରେ ଟ୍ରଫିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି।ସେ ଆଠଟି ମ୍ୟାଚରେ ୭୫ରୁ ଉର୍ଦ୍ଧ ହାରରେ ୪୫୦ରୁ ଉର୍ଦ୍ଧ ରନ କରିଛନ୍ତି। ଏହା ସହିତ ସେ ଭାରତୀୟ ଦଳରେ ଖେଳିବା ପାଇଁ ମଧ୍ୟ ନିଜକୁ ଯୋଗ୍ୟ ଭାବରେ ପରିଚିତ କରୁଛନ୍ତି ବୋଲି ଜଣା ଯାଉଛି। ଏହା ସହିତ ସେ ଆଠଟି ମ୍ୟାଚରେ ମୋଟ ୧୭ଟି ୱିକେଟ ମଧ୍ୟ ନେଇ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଠାଇପାରନ୍ତି। ତେବେ ଯେତେବେଳେ ପ୍ରଥମ ଥର ରିସି ଧୱନଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ଖେଳିବା ପାଇଁ ସୁଯୋଗ ମିଳିଥିଲା ସେହି ସମୟରେ ସେ ଅଧିକ ଭଲ ପ୍ରଦର୍ଶନ କରି ପାରି ନଥିଲେ। ଏହା ସହିତ ଏହାପରେ ସେ ପୁଣି ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ଖେଳିବା ପାଇଁ ନିଜକୁ ଯୋଗ୍ୟ ବୋଲି ପରିଚିତ ଦେଉଛନ୍ତି।
ତେବେ ଭେଙ୍କଟେସ ଆୟର ମଧ୍ୟ ଏହି ବିଜୟ ହଜାରେ ଟ୍ରଫିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଭାରତୀୟ ଦଳରେ ଖେଳିବା ପାଇଁ ଖେକିସାରିଛନ୍ତି। ତେବେ ସେ ମଧ୍ୟ ୬ଟି ମ୍ୟାଚରେ ୬୩ରୁ ଅଧିକ ହାରରେ ୩୮୯ ରନ କରିବାରେ ସଫଳ ହୋଇ ଯାଇଛନ୍ତି। ଏହା ସହିତ ଏଥିରେ ସର୍ବାଧିକ ୧୫୧ ରନ ରହିଛି। ତେବେ ସେ ମଧ୍ୟ ଏହି ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ଖେଳିବା ପାଇଁ ପ୍ରୟାସ କରୁଛନ୍ତି।
Rishi Dhawan with the bat in this VHT :
42*(23)
84(74)
0(3)
91(58)
79(61)
57(36)
44(52)
61(50)— arfan (@Im__Arfan) December 26, 2021
ତେବେ ଏହି ଦୁଇଜଣଙ୍କ ଭିତରୁ ରିସୀ ଧୱନ ଭାରତୀୟ ଦଳରେ ଖେଳିବା ପାଇଁ ଅଧିକ ଦାବିଦାର ଅଟନ୍ତି। ତେବେ କିନ୍ତୁ ଭେଙ୍କଟେସ ଆୟର ମଧ୍ୟ ନିଜର ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ତେବେ ଭେଙ୍କଟେସ ଆୟରଙ୍କୁ ସୁଯୋଗ ଦେଇ ଚୟନକର୍ତା ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି। ଏହା ସହିତ ଏହି ଦୁଇଜଣ ନିଜର ପ୍ରଦର୍ଶନ ବଳରେ ଭାରତୀୟ ଦଳରେ ଖେଳିବା ପାଇଁ ଯୋଗ୍ୟ ଅଟନ୍ତି ବୋଲି ଅନୁମାନ କରାଯାଉଛି। ଏହା ସହିତ ଚୟନକର୍ତ୍ତା କାହାକୁ ସୁଯୋଗ ଦେବେ ଏହା ମଧ୍ୟ ଦେଖିବାକୁ ରହିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।