ଅଧିନାୟକ ରୋହିତ ଶର୍ମା ଭାରତୀୟ ଦିନିକିଆ ଓ ଟି-୨୦ ଉଭୟର ଅଧିନାୟକ ଅଛନ୍ତି। ତେବେ ଯେତେବେଳେ ବିରାଟ କୋହଲି ଅଧିନାୟକ ଥିଲେ ସେହି ସମୟରେ ରୋହିତ ଶର୍ମା ଉପ ଅଧିନାୟକ ଥିଲେ। ଏହା ସହିତ ଯେତେବେଳେ ସମୟ ସମୟରେ ବିରାଟ କୋହଲି ଅଧିନାୟକ ଭାବରେ ନଥିଲେ ସେହି ସମୟରେ ରୋହିତ ଶର୍ମା ଅନେକ ସମୟରେ ଅଧିନାୟକ ଭାବରେ ନିଜର ଦକ୍ଷତା ଦେଖାଇ ସାରିଛନ୍ତି। ଏହା ସହିତ ସେ ଅନେକ ମ୍ୟାଚ ମାନଙ୍କରେ ଭାରତକୁ ବିଜୟୀ କରି ସାରିଛନ୍ତି।

ତେବେ ସେ ଭାରତକୁ ୨୨ ଟି ୨୦ ମ୍ୟାଚରେ ନେତୃତ୍ୱ କରି ସାରିଛନ୍ତି। ଏହା ସହିତ ସେ ଏହି ସମସ୍ତ ମ୍ୟାଚ ମଧ୍ୟରୁ ଭାରତକୁ ୧୮ ମ୍ୟାଚରେ ବିଜୟୀ କରି ସାରିଛନ୍ତି। ଯାହା ଫଳରେ ତାଙ୍କର ବିଜୟୀ ହେବାର ପ୍ରତିଶତ ହେଉଛି ୮୨ ପ୍ରତିଶତ। ଏହା ସହିତ ସେ ୧୦ଟି ଦିନିକିଆ ମ୍ୟାଚରେ ମଧ୍ୟ ଭାରତକୁ ନେତୃତ୍ୱ କରି ସାରିଛନ୍ତି। ଯାହା ଫଳରେ ସେ ୧୦ଟି ମ୍ୟାଚରେ ଭାରତକୁ ୮ ଟି ମ୍ୟାଚରେ ବିଜୟୀ କରି ସାରିଛନ୍ତି। ଯାହା ଫଳରେ ତାଙ୍କର ବିଜୟୀ ପ୍ରତିଶତ ରହିଛି ୮୦ ପ୍ରତିଶତ।
ଏହା ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ନିହଦାସ ଟ୍ରଫି ଓ ଏସିଆ କପ ଜିତି ସାରିଛି। ଏହା ସହିତ ତାଙ୍କର ନେତୃତ୍ୱରେ ଆଇପିଏଲରେ ମୁମ୍ବାଇ ଦଳ ପାଞ୍ଚଟି ଟ୍ରଫି ଜିତି ପାରିଛି। ଏହା ସହିତ ତାଙ୍କର ନେତୃତ୍ୱ ନେବା ପରେ ମୁମ୍ବାଇ ଦଳ ଅନେକ ଭଲ ପ୍ରଦର୍ଶନ ମଧ୍ୟ କରି ସାରିଛି। ଯାହା ଫଳରେ ଭାରତୀୟ ଦଳ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ତାଙ୍କର ନେତୃତ୍ୱରେ ଦିନିକିଆ ଓ ଟି ୨୦ରେ ଖେଳିବାକୁ ଯାଉଛି।

ଯାହା ଫଳରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ଅନେକ ଲୋକ ଆଶା ପ୍ରକାଶ କରିଛନ୍ତି। ଏହା ସହିତ ଭାରତୀୟ ଦଳରେ ରୋହିତ ସମସ୍ତ ମ୍ୟାଚ ମାନଙ୍କରେ ଅନେକ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଏହା ସହିତ ସେ ଭାରତୀୟ ଦଳର ଅଧିନାୟକ ହୋଇ ଥିବାରୁ ତାଙ୍କ ଉପରେ ଅଧିକ ଦାୟିତ୍ଵ ରହିବାକୁ ଯାଉଛି। ଏହା ସହିତ ଆଗାମୀ ୨୦୨୩ରେ ଭାରତରେ ମଧ୍ୟ ଦିନିକିଆ ବିଶ୍ୱକପ ଖେଳା ଯିବାକୁ ରହିଛି। ଯେଉଁଥିରେ ସେ ଅଧିନାୟକ ଭାବରେ ଭାରତକୁ ନେତୃତ୍ୱ କରିବାକୁ ଯାଉଛନ୍ତି।
ଏହା ସହିତ ଭାରତରେ ଏହି ମ୍ୟାଚ ଖେଳା ଯିବାକୁ ରହି ଥିବାରୁ ଏହା ଆଶା କରାଯାଉଛି କି ସେ ଏହି ସମସ୍ତ ମ୍ୟାଚ ମାନଙ୍କରେ ବହୁତ ଭଲ ପ୍ରଦର୍ଶନ କରିବେ। ଏହା ସହିତ ଭାରତକୁ ନିଶ୍ଚୟ ଭାବରେ ବିଶ୍ଵକପ ଜିତାଇବେ। ଏହା ସହିତ ଏହି ବର୍ଷ ଟି -୨୦ ବିଶ୍ଵକପ ମଧ୍ୟ ଖେଳା ଯିବାକୁ ଯାଉଛି। ଯାହା ଫଳରେ ଏହା ଆଶା କରାଯାଉଛି କି ଏଥିରେ ମଧ୍ୟ ରୋହିତ ଶର୍ମା ନିଶ୍ଚୟ ଭାବରେ ଭାରତକୁ ବିଜୟୀ କରିବେ। ତେବେ ତାଙ୍କ ଉପରେ ସମସ୍ତ ଭାରତୀୟ ଭରସା କରି ରହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।