ବ୍ୟୁରୋ ରିପୋର୍ଟ: IPL 2022 ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଅତ୍ୟନ୍ତ ନିରାଶଜନକ ରହିଛି। ୫ ଥରର IPL ଚମ୍ପିୟନ ମୁମ୍ବାଇ ଏବେ ଯାଏ IPL 2022 ରେ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ। ତେବେ ଏହି ଖରାପ ପ୍ରଦର୍ଶନ ପରେ ରୋହିତ କ୍ୟାପଟେନସି ଛାଡିବା ନେଇ ଆଲୋଚନା ବିଶେଷ ରିପୋର୍ଟରୁ ଜଣା ଯାଇଛି। ରୋହିତ ଏକ ଟ୍ୱିଟ କରି ଲେଖିଛନ୍ତି, “ଆମେ ଏହି ଟୁର୍ଣ୍ଣାମେଣ୍ଟରେ ଆମର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିନାହୁଁ, ହେଲେ ଏମିତି ହୋଇ ରହିଛି। କେତେକ ମହାନ ଖେଳାଳି ଏହି ଦୌଡ଼ ଦେଇ ଗତି କରିଛନ୍ତି ହେଲେ ମୋତେ ଏହି ଟିମ ଏବଂ ଏହାର ବାତାବରଣ ସହ ପ୍ରେମ ହେଇଛି। ଖାସ କରି ସେହି ଶୁଭ ଚିନ୍ତକଙ୍କୁ ସହରାନା କରୁଛି ଯିଏ ଏବେ ପର୍ଯ୍ୟନ୍ତ ଟିମ ପ୍ରତି ବିଶ୍ଵାସ ଏବଂ ଅତୁଟ ନିଷ୍ଠା ଦେଖାଇଛନ୍ତି”।
We haven’t put our best foot forward in this tournament but that happens,many sporting giants have gone through this phase but I love this team and it’s environment. Also want to appreciate our well wishers who’ve shown faith and undying loyalty to this team so far ?@mipaltan
— Rohit Sharma (@ImRo45) April 25, 2022
ତେବେ ଫ୍ୟାନ୍ସ ମଧ୍ୟ ଏହା ପରେ ଇମୋସ୍ନାଲ ହୋଇଯାଇଛନ୍ତି। ନିଜ କ୍ୟାପଟେନ ସପୋର୍ଟରେ କମେଣ୍ଟ କରୁଛନ୍ତି। ଫ୍ୟାନସଙ୍କ ମାନିବା ଅଟେ କି ବିଜୟ ପରାଜୟ ଟିମ ସହ ଯୋଡ଼ା ଏବଂ ସେ ନିଜ କ୍ୟାପଟେନ ସହ ଅଛନ୍ତି।
Golden days return soon Hitman ?❤️ pic.twitter.com/kk3Rxm22P7
— Raj Gupta (@RajGupta_20) April 25, 2022
We haven’t put our best foot forward in this tournament but that happens,many sporting giants have gone through this phase but I love this team and it’s environment. Also want to appreciate our well wishers who’ve shown faith and undying loyalty to this team so far ?@mipaltan
— Rohit Sharma (@ImRo45) April 25, 2022
No problem Ro?
We aren't just your glory hunter.
We will stand with u through your thick and thins?Chin up champ & keep smiling. That's matters the most to Rohitians & MI fans ? pic.twitter.com/HZSGRv0e3c
— Aayusha _45 ? (@ayusha_Rohitian) April 25, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।