ରୋହିତଙ୍କ ପରେ କିଏ ହେବ ଭାରତର ଅଧିନାୟକ। କେଉଁ ଖେଳାଳି ସମ୍ଭାଳିବେ କ୍ୟାପଟେନସି ପଦ? ଦୌଡ଼ରେ ଅଛନ୍ତି ଏହି ୩ ଖେଳାଳି। ପଢ଼ନ୍ତୁ ପୁରା ଖବର

କେ ଏଲ ରାହୁଲ: କେ ଏଲ ରାହୁଲ ରୋହିତଙ୍କ ପରେ କ୍ୟାପଟେନ ହୋଇପାରନ୍ତି। ସେ ରୋହିତଙ୍କ ଅନୁପସ୍ଥିତିରେ ଦଳର ଭାର ସମ୍ଭାଳନ୍ତି।ହେଲେ ସାଉଥ ଆଫ୍ରିକା ସିରିଜ ଏବଂ ଆୟରଲ୍ୟାଣ୍ଡ ସିରିଜରେ ସେ ନଥିଲେ ଦଳରେ। ସେ ମଧ୍ୟ ଜଣେ ଉଚ୍ଚକୋଟୀର ବ୍ୟାଟ୍ସମାନ। ସେ ରୋହିତଙ୍କ ପରେ କ୍ୟାପଟେନସି ଭାର ସମ୍ଭାଳିପାରନ୍ତି।

ଋଷଭ ପନ୍ତ: ପନ୍ତ ମଧ୍ୟ ଅଛନ୍ତି ଦୌଡ଼ରେ। ସାଉଥ ଆଫ୍ରିକା ସିରିଜରେ ଭାରତ ପାଇଁ କ୍ୟାପଟେନସି ପଦ ସମ୍ଭାଳିପାରନ୍ତି। ଭାରତୀୟ ଦଳ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ୩ୟ ଓ ଚତୁର୍ଥ ମ୍ୟାଚରେ ହାସଲ କରିଥିଲା ବିଜୟ। ତେବେ ସିରିଜ ରହିଥିଲା ଡ୍ର। ତେବେ ରୋହିତଙ୍କ ପରେ ସେ ମଧ୍ୟ କ୍ୟାପଟେନସି ବିକଳ୍ପରେ ଥାଇପାରନ୍ତି।

ହାର୍ଦିକ ପାଣ୍ଡ୍ୟା: ତେବେ IPL 2022 ର ଚମ୍ପିୟନ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ହୋଇପାରନ୍ତି ଟିମ ଇଣ୍ଡିଆର ଆଗାମୀ କ୍ୟାପଟେନ। ସେ ଆୟରଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଟିମ ଇଣ୍ଡିଆର କ୍ୟାପଟେନ ହୋଇଥିଲେ ଏବଂ ଦଳ ୨-୦ ରେ ସିରିଜ ଜିତିଥିଲା। ତେବେ ପାଣ୍ଡ୍ୟା ମଧ୍ୟ କ୍ୟାପଟେନ ଚଏସରେ ରହିପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।