ରୋହିତ ଶର୍ମାଙ୍କୁ ଯେବେ ଠାରୁ ପୁରା ଅଧିନାୟକ ଭାର ଦିଆ ଯାଇଛି ଭାରତ କେବଳ ଜିତିବାରେ ହିଁ ଲାଗିଛି। ଭାରତ ଘରେ ଏବଂ ବାହାରେ ସେ ସବୁବେଳେ ଭାରତକୁ ଜିତାଇବାରେ ସହାୟକ ହୋଇଛନ୍ତି।

ଯେପରି ୱେଷ୍ଟ ଇଣ୍ଡିଜ ଭାରତ ଆସୁ କିମ୍ଵା ଭାରତ ୱେଷ୍ଟ ଇଣ୍ଡିଜ ଯାଉ, ନ୍ୟୁଜିଲାଣ୍ଡକୁ ମଧ୍ୟ ହରାଇଛନ୍ତି,ଶ୍ରୀଲଙ୍କାକୁ ମଧ୍ୟ ହରାଇଛନ୍ତି।ତେଣୁ ଏଥିରୁ ଜଣା ପଡୁଛି କି ରୋହିତ ଶର୍ମା ଯେତେବେଳେ ବି ଖେଳିବେ ଭାରତକୁ କେବଳ ବିଜୟ ହିଁ ମିଳିପାରେ। ସେ ବହୁତ କମ ସମୟ ମଧ୍ୟରେ ଭାରତର ସଫଳ ଅଧିନାୟକ ସ୍ତରରେ ପହଞ୍ଚି ଯାଇଛନ୍ତି।ରୋହିତ ଶର୍ମାଙ୍କୁ ଜେବେଠାରୁ ଅଧିନାୟକ ପଦ ମିଳିଛି ଭାରତକୁ କେବଳ ବିଜୟ ହିଁ ମିଳିଛି।
ସେ କହିଛନ୍ତି କି ଆମର ସମ୍ମୁଖରେ ଆଉ ଦଳ ଅଛି ସେଥିରୁ ଆମର ଯାଏ ଆସେ ନାହିଁ ଯେପରି କି ସେ ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆ,ଇଂଲଣ୍ଡ କିମ୍ବା ନ୍ୟୁଜିଲାଣ୍ଡ ହେଉ ଆମର ସେଥିରୁ କିଛି ଫରକ ପଡେ ନାହିଁ।

ରୋହିତ ଶର୍ମା କହିଛନ୍ତି କି ପୂର୍ବରୁ ମୋର ପ୍ରୟାସ ରହିଛି କି ଆମେ ପ୍ରତିଦ୍ୱନ୍ଦୀ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ ନାହିଁ। ଆଉ ଆମେ ଆମ ଖେଳ ଖେଳିବା ଜାରି ରଖିବୁ। ସେ କହିଛନ୍ତି ଆମେ ଇଂଲଣ୍ଡ ଆଉ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିଲୁ ଆଉ ଏହି ସମୟରେ ଆମେ କଦାପି ଭାବିଲୁ ନାହିଁ କି ଆମେ କଉ ଟିମ ବିପକ୍ଷରେ ଖେଳୁଛୁ। ଆମେ ଏହା ଉପରେ ଧ୍ୟାନ କେନ୍ଦ୍ରିତ କଲୁ କି ଆମେ ଟିମ ରୂପରେ କଣ କରି ପାରିବୁ।ତେଣୁ ଏସିଆ କପରେ ଆମର ଏହି ପ୍ରସ୍ତୁତି ରହିବ କି ଏକ ଦଳ ହିସାବରେ ଆମେ କିପରି ଖେଳିବୁ ଆଉ ଏହା ଉପରେ ଧ୍ୟାନ ଦେବୁ ନାହିଁ କି ଆମେ ଆଉ ଟିମ ବିପକ୍ଷରେ ଖେଳୁଛୁ।ସେ ପାକିସ୍ତାନ ହେଉ କିମ୍ବା ବାଂଲାଦେଶ ହେଉ କିମ୍ବା ସେ ଶ୍ରୀଲଂକା ହେଉ।
ତେଣୁ ଆପଣ ଜାଣିଥିବେ ଏହି ମାସ ଶେଷ ବେଳକୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଭାରତ ଆଉ ପାକିସ୍ତାନ ମଧ୍ୟରେ ସବୁଠାରୁ ବଡ ମୁକାବିଲା ଦେଖିବାକୁ ମିଳିବାର ଅଛି। ଆଉ ତାପରେ ସବୁଠାରୁ ବଡ ମୁକାବିଲା ହେବ ଯେତେବେଳ ଭାରତ ଏବଂ ପାକିସ୍ତାନ ପୁଣି ଥରେ ସାମ୍ନା ସାମ୍ନି ହେବାର ଅଛି। ତେଣୁ ରୋହିତ ଶର୍ମା କହିଛନ୍ତି କି କେବଳ ଆମକୁ ଭଲ ଖେଳ ଦେଖାଇବାର ଅଛି କେଉଁ ଟିମ ଆମ ଆଗରେ ଅଛି ସେଥିରୁ ଆମ ଉପରେ ଫରକ ପଡିବ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।