କ୍ରିକେଟ ଅପଡେଟ:T-20 ପରେ ODI କ୍ୟାପଟେନସି ପଦରୁ ବାହାରିଲେ କୋହଲି, ରୋହିତ ଶର୍ମା ବନିଲେ ନୂଆ କ୍ୟାପଟେନ, ପଢନ୍ତୁ ପୁରା ଖବର

ତେବେ ଭାରତୀୟ ଦଳର ଆଗାମୀ ସାଉଥଆଫ୍ରିକା ଗ୍ରସ୍ତ ରହିଥିବାରୁ ରୋହିତ ଶର୍ମାଙ୍କୁ ଟି ୨୦ ଦଳର ଅଧିନାୟକ ପଦ ସହିତ ଦିନିକିଆ ଦଳର ମଧ୍ୟ ଅଧିନାୟକ ଭାର ଦିଆଯାଇଛି। ତେବେ କିଛି ଲୋକ ଏହା ଚିନ୍ତା କରୁଛନ୍ତି କି ଭାରତୀୟ ଦିନିକିଆ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କଣ ପାଇଁ ଏହି ଗ୍ରସ୍ତରେ ଅଧିନାୟକ କରାଯାଇନାହିଁ। ତେବେ ବିରାଟ କୋହଲି ଟି-୨୦ ରେ କ୍ୟାପଟେନସି ଛାଡ଼ିଦେଇଥିଲେ।

Google

ତେବେ ଭାରତୀୟ ଦଳର ଅଧିନାୟକ ଭାବରେ ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଏହି ସାଉଥଆଫ୍ରିକା ଗ୍ରସ୍ତ ପାଇଁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତି କରାଯାଇଛି। ଏହା ସହିତ ଏହା ମଧ୍ୟ ଅନୁମାନ କରାଯାଉଛି କି ଯଦି ବିରାଟ କୋହଲି ଜଣେ ଖେଳାଳି ଭାବରେ ଅଧିକ ଭଲ ପ୍ରଦର୍ଶନ କରିବେ ତେବେ ଏହା ଭାରତୀୟ ଦଳ ପାଇଁ ଅଧିକ ଲାଭଦାୟକ ହେବ। ଏହା ସହିତ ଭାରତୀୟ ଦଳର ଦିନିକିଆ ଅଧିନାୟକ ଦାୟିତ୍ଵ ବିରାଟ କୋହଲିଙ୍କ ପାଖରୁ ରୋହିତ ଶର୍ମାଙ୍କୁ ଦିଆଯାଇଛି। ତେବେ ଏହା ସହିତ ଏହା ଅନୁମାନ କରାଯାଉଛି କି ବିରାଟ କୋହଲି ଜଣେ ଖେଳାଳି ଭାବରେ ଅଧିକ ଭଲ ପ୍ରଦର୍ଶନ କରି ପାରିବେ।

ଏହା ସହିତ ନ୍ୟୁଜିଲାଣ୍ଡର ଭାରତ ଗ୍ରସ୍ତ ପରେ ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାଭିଡ କହିଥିଲେ କି ଆଗାମୀ ସମୟରେ କିଛି କଠୋର ନିଷ୍ପତି ପାଇଁ ପ୍ରସ୍ତୁତ ରହିବା ପାଇଁ। ତେବେ ଏହା ସହିତ ଏହି ନିଷ୍ପତି ପାଇଁ ହୁଏତ ସେ ପୂର୍ବରୁ ଇଙ୍ଗିତ କରୁଥିଲେ ବୋଲି ଅନୁମାନ କରାଯାଉଛି। ଏହା ସହିତ ଆଗାମୀ ୨୦୨୩ ରେ ଭାରତରେ ବିଶ୍ଵକପ ମଧ୍ୟ ରହିଛି। ତେବେ ଏହା ଭାରତ ମାଟିରେ ଖେଳାଯିବାକୁ ରହିଛି। ତେବେ ଏହି କାରଣରୁ ଭାରତର ବିଶ୍ଵକପ ଜିତିବାର ସମ୍ଭାବନା ମଧ୍ୟ ବହୁତ ଅଧିକ ରହି ଥିବାରୁ ବିସିସିଆଇ କିଛି ଏହି ଭଳି ଫଇସଲା ନେଇଥିବାର ଅନୁମାନ କରାଯାଉଛି।

ତେବେ କିଛି ଲୋକ ଏହା ମତ ଦେଉଛନ୍ତି କି ଏପରି ଭାବରେ କୋହିଲିଙ୍କ ପାଖରୁ ଅଧିନାୟକ ଭାର ନେଇଯିବା ସଠିକ ହେଲା ନାହିଁ। ତାଙ୍କୁ ଆଉ ଏକ ଥର ଏହି ସାଉଥଆଫ୍ରିକା ଗସ୍ତରେ ଅଧିନାୟକ ଭାବରେ ରଖିବାର ଥିଲା। ଯାହା ଫଳରେ ସେ ଏହା ନିଶ୍ଚୟ କରିପାରିଥାନ୍ତେ କି ଆଗାମୀ ସମୟରେ ତାଙ୍କୁ କଣ କରିବାର ଅଛି। ତେବେ ଏହା ଦେଖିବାକୁ ବାକି ରହିଲା କି ଭାରତୀୟ ଦଳର ସାଉଥଆଫ୍ରିକା ଗ୍ରସ୍ତ ପାଇଁ ଦିନିକିଆ ଦଳର ଅଧିନାୟକ ଭାବରେ ନିଯୁକ୍ତି ହୋଇଥିବା ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କିପରି ଭାବରେ ପ୍ରଦର୍ଶନ କରୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *