ରୋହିତଙ୍କ ଅଧିନାୟକତ୍ୱରେ ଖୁସି ନାହାଁନ୍ତି ସୁନୀଲ ଗାଭାସ୍କର! କହିଦେଲେ ଏହି ବଡ଼ କଥା !

ବ୍ୟୁରୋ ରିପୋର୍ଟ: ଭାରତର ତିନୋଟି ଯାକ ଫର୍ମାଟର ଅଧିନାୟକ ରୋହିତ ଶର୍ମା ଅଟନ୍ତି। ସେ ଅଧିନାୟକ ହେବା ପରଠୁ ଭାରତ ସବୁତମ ମ୍ୟାଚ ଜିତି ଚାଲିଛି। ଏକଦିବସିୟ ସିରିଜ, ଟି-୨୦ ସିରିଜ ଓ ଟେଷ୍ଟରେ ମଧ୍ୟ ବିଜୟ ସହ ଆରମ୍ଭ କରିଛନ୍ତି ରୋହିତ ଶର୍ମା। ପ୍ରଥମେ ଶ୍ରୀଲଙ୍କାକୁ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୩-୦ରେ ହରାଇସାରିଥିବା ରୋହିତଙ୍କ ଦଳ ଶ୍ରୀଲଙ୍କାକୁ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ମଧ୍ୟ ହରାଇଛି।

Google

କହିରଖିବୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର ଅଛି। ଏହାର ପ୍ରଥମ ମ୍ୟାଚ ୪ ମାର୍ଚ୍ଚରୁ ମୋହାଲିରେ ହୋଇଥିଲା। ଏହି ମ୍ୟାଚକୁ ଭାରତ ଗୋଟେ ପାରି ଓ ୨୨୨ ରନରେ ଜିତିଯାଇଛି। ଏହା ସହ ଦୁଇଟି ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ୧-୦ରେ ଆଗୁଆ ହୋଇଯାଇଛି ଟିମ ଇଣ୍ଡିଆ। ରୋହିତଙ୍କ ଏହି ସଫଳତା ପାଇଁ କେତେକ କ୍ରିକେଟପ୍ରେମୀ ରୋହିତଙ୍କୁ ପ୍ରଶଂସା କରୁଛନ୍ତି କିନ୍ତୁ କହିରଖିବୁ ପୂର୍ଵ ଭାରତୀୟ ଅଧିନାୟକ ସୁନୀଲ ଗଭାକ୍ସର ଖୁସି ନାହାଁନ୍ତି।

ସୁନୀଲ କହିଛନ୍ତି କି ରୋହିତ ସୁନ୍ଦର ଅଧିନାୟକତ୍ୱ କରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ ସେ ଗୋଟେ ଜିନିଷ ଭୁଲ କରିଛନ୍ତି। ତାଙ୍କର କହିବା ଅନୁସାରେ ରବିନ୍ଦ୍ର ଜାଡେଜା ଜଣେ ୱିକେଟ ପାଉଥିବା ବୋଲର ଅଟନ୍ତି ତାଙ୍କ ଦ୍ୱାରା ଡେରିରେ ବୋଲିଙ୍ଗ କରାଇବା ରୋହିତଙ୍କର ଭୁଲ ଵୋଲି ସେ କହିଛନ୍ତି। ସୁନୀଲ କହିଛନ୍ତି,”ଭାରତ ମୁଝବୁତ ସ୍ଥିତିରେ ଥିବାରୁ ଓ ମାତ୍ର ଦୁଇ ଦିନର ଖେଳ ହୋଇଥିବାରୁ କୌଣସି ଫରକ ପଡ଼ିଲାଣି କିନ୍ତୁ ଏହା ରୋହିତଙ୍କର ଭୁଲ ଠିଲା। ମୁଁ ରୋହିତଙ୍କୁ ଅଧିନାୟକତ୍ୱ ପାଇଁ ୧୦ଅଙ୍କରୁ ୯.୫ ଅଙ୍କଦେବୀ। ଭାରତ ଦ୍ୱିତୀୟ ଟେଷ୍ଟ ୧୨-୧୬ ମାର୍ଚ୍ଚକୁ ବାଙ୍ଗାଲୋରରେ ଖେଳିବାର ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *