ବ୍ୟୁରୋ ରିପୋର୍ଟ: ସୋମବାର ଦିନ ଦେଶରେ ୭୬ ତମ ସ୍ବାଧୀନତା ଦିବସ ଧୂମଧାମରେ ପାଳନ କରାଯାଇଥିଲା। ଏହି ସମୟରେ ଦେଶରେ ହର ଘର ତ୍ରିରଙ୍ଗା ଉଡ଼ାଗଲା। ଭାରତୀୟ ଟିମ ମଧ୍ୟ ଏହି ଐତିହାସିକ ଉତ୍ସବରୁ ପଛକୁ ହଟିନାହିଁ। ଟିମର ଅନେକ ଖେଳାଳି ହାତରେ ତ୍ରିରଙ୍ଗା ଧରି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଓ ଦେଶ ପ୍ରତି ଭଲ ପାଇବା ଦେଖାଇଛନ୍ତି। ଏହି ସମୟରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ମଧ୍ୟ ସେହିପରି କରିଥିଲେ। କିନ୍ତୁ ପ୍ରସଂସକ ଏବେ ତାଙ୍କୁ ଟ୍ରୋଲ କରୁଛନ୍ତି।ତେବେ ଏମିତି ତାଙ୍କୁ ଟ୍ରୋଲ କରିବା ଉଚିତ ନୁହେଁ।
ୟୁଜର୍ସଙ୍କ କହିବା ଅଟକି ସେ ପ୍ରକୃତ ତ୍ରିରଙ୍ଗା ଧରି ଅଭିନନ୍ଦନ ଜଣାଇନାହଁନ୍ତି,ବରଂ ସେ ଫଟୋ ସପରୁ ଫଟୋ ଏଡିଟ କରି ତ୍ରିରଙ୍ଗା ସହ ଫଟୋ ସେୟାର କରିଛନ୍ତି। କିନ୍ତୁ ନେଟୱାର୍କ ୧୮ ଏହି ଫଟୋର ସୂଚନା ଦେଇନାହିଁ।
75 years of independence. स्वतंत्रता दिवस की हार्दिक शुभकामनाएं 🇮🇳 pic.twitter.com/5KlQA3Y87d
— Rohit Sharma (@ImRo45) August 15, 2022
କହିରଖିବୁକି ଅଧିନାୟକ ରୋହିତ ଶର୍ମା ୧୫ ଅଗଷ୍ଟରୁ ଶୁଭ ଅବସରରେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି ,”ସ୍ଵାଧୀନତା ଦିବସର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଭିନନ୍ଦନ”। ଏହା ସହିତ ସେ ତ୍ରିରଙ୍ଗାର ଇମୋଜି ଲଗାଇଥିଲେ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।