ବ୍ୟୁରୋ ରିପୋର୍ଟ: ଭାରତ ପ୍ରଥମ ODI ମ୍ୟାଚରେ ହାସଲ କରିଛି ବିଜୟ। ଭାରତର କ୍ୟାପଟେନ ରୋହିତ ଶର୍ମା ODI କ୍ରିକେଟରେ ୨୫୦ ଛକା ଲଗାଇବାରେ ଫାଷ୍ଟ ଭାରତୀୟ ବ୍ୟାଟ୍ସମାନ ବେବାର ରେକର୍ଡ କରିଛନ୍ତି। ଇଂଲଣ୍ଡ ୧୧୦ ରନ ପ୍ରଥମ ପାରିରେ ବନାଇଥିଲା ଜବାବରେ ରୋହିତ ୫୮ ବଲରେ ୭୬ ରନର ନଟ ଆଉଟ ପାରି ଖେଳିଥିଲେ। ସାମିଲ ଥିଲା ୬ଟି ଚୌକା ଓ ୫ଟି ଛକା। ସେ ଏହି ୫ ଛକା ସହ ODI କ୍ରିକେଟରେ ନିଜର ୨୫୦ ଛକା କରିଛନ୍ତି ପୁରା।

ବିଶ୍ୱ କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇବା ସହ ODI କ୍ରିକେଟରେ ୨୫୦ ଛକା ନିଜର ପୁରା କରିବାରେ ସଫଳ ରହିଛନ୍ତି। ବିଶ୍ୱ କ୍ରିକେଟରେ ଛକା ଲଗାଇବା ଲିଷ୍ଟରେ କ୍ୟାପଟେନ ରୋହିତ ନମ୍ବର ୪ ରେ ଅଛନ୍ତି।
ODI କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇବା ମାମଲାରେ ରୋହିତ ଶର୍ମାଙ୍କ ଆଗରେ ଅଛନ୍ତି ସାହିଦ ଆଫ୍ରିଦି, କ୍ରିସ ଗେଲ ଏବଂ ସନଥ ଜୟସୁରିଆ।
🚨 𝗛𝗜𝗧𝗠𝗔𝗡 𝗢𝗡 𝗥𝗔𝗠𝗣𝗔𝗚𝗘 💥
2⃣5⃣0⃣ 𝕆𝔻𝕀 𝕊𝕀𝕏𝔼𝕊 for @ImRo45 👉 We are just proud of you, RO 💙#OneFamily #ENGvIND @BCCI pic.twitter.com/Yd8bUoZVlv
— Mumbai Indians (@mipaltan) July 12, 2022
ODI କ୍ରିକେଟରେ ସବୁଠୁ ଅଧିକ ଛକା ଲଗାଇଥିବା ବ୍ୟାଟ୍ସମାନ:
୧. ସାହିଦ ଆଫ୍ରିଦି: ୩୫୧
୨. କ୍ରିସ୍ ଗେଲ: ୩୩୧
୩.ସନଥ ଜୟସୁରିଆ: ୨୭୦
୪. ରୋହିତ ଶର୍ମା:୨୫୦
୫.ମହେନ୍ଦ୍ର ସିଂ ଧୋନି: ୨୨୯
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।