ରିତିକାଙ୍କୁ ନେଇ ରୋହିତଙ୍କୁ ଚେତାବନୀ ଦେଇଥିଲେ ଯୁବରାଜ! ଭାଇରଲ ଖବର, ପଢନ୍ତୁ ପୁରା ଖବର

ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପୂର୍ଵ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ଧମାକାଇ ସାରିଛନ୍ତି ତାହା ପୁଣି ଯେପରି ଜଣେ ଭାଇ ଦେଇଥାଏ। ଥରେ ରୋହିତ ଯୁବରାଜ ସିଂହଙ୍କ ଭଉଣୀଙ୍କୁ ଦେଖିଦେଇଥିଲେ ବାସ ତାପରେ ଯୁବରାଜ ସିଂହ କହିଦେଇଥିଲେ ତାଙ୍କ ତା ଆଡ଼କୁ ଚାହିଁବ ବି ନାହିଁ ସେ ଭଉଣୀ ଅଟେ ମୋର।

Google

କିନ୍ତୁ ଯୁବରାଜ ସିଂହଙ୍କ ଭଉଣୀ ତ ରୋହିତ ଶର୍ମାଙ୍କ ଭାଗ୍ୟରେ ହିଁ ଥିଲେ। ଆଜି ରୋହିତ ଓ ରିତିକା ସଜଦେହଙ୍କ ବିବାହକୁ ୬ ବର୍ଷ ହୋଇଗଲାଣି। ଯେବେବି ଏହି ଦମ୍ପତିଙ୍କ ନାମ ଆସିଥାଏ ସେବେ ଯୁବରାଜ ସିଂହ ଦେଇଥିବା ଧମକ ମନେପଡିଥାଏ।

ରିତିକାଙ୍କୁ ଯୁବରାଜ ଭଉଣୀ ମାନିଥାନ୍ତୁ ଓ ସେ ମଧ୍ୟ ଯୁବରାଜଙ୍କୁ ରାକ୍ଷୀ ବାନ୍ଧିଥାନ୍ତି। ଯେବେ ରୋହିତ ଓ ରିତିକାଙ୍କର ପ୍ରଥମ ଦେଖା ହୋଇଥିଲା ସେବେ ଯୁବରାଜ ଓ ଇରଫାନ ପଠାନଙ୍କର ଏକ ସୁଟ ଚାଲିଥିଲା।

Google

ସିନିୟର ହୋଇଥିବା କାରଣରୁ ଯୁବରାଜଙ୍କ ସହ ଭେଟ ପାଇଁ ରୋହିତ ଶର୍ମା ପହଁଚିଥିଲେ। ତାଙ୍କର ମଧ୍ୟ ସୁଟ ହେବାର ଥିଲା। ଯେମିତି ରିତିକାଙ୍କ ଆଡ଼କୁ ରୋହିତ ଦେଖିଲେ ଯୁବରାଜ କହିଦେଇଥିଲେ ତା ଆଡ଼କୁ ଚାହିଁବବି ନାହିଁ ସେ ଭଉଣୀ ଅଟେ ମୋର।

ଗୌରବ କପୁରଙ୍କ ଶୋ ” ବ୍ରେକ ଫାଷ୍ଟ ଉଇଥ ଚାମ୍ପିୟାନ” ରେ ରୋହିତ ଏହି କଥାର ଖୁଲାସା କରିଥିଲେ। ଯାହା ପାଖାପାଖି ୩ ବର୍ଷ ପୁରୁଣା ଅଟେ। ସେ ଏହା ପରେ ଯୁବରାଜଙ୍କୁ କହିଥିଲେ ଭାଇ ମୁଁ ତ ତମସହ ଭେଟ ପାଇଁ ଆସିଛି।

Google

ଏହା ପରେ ରୋହିତ ଓ ରିତିକା ଦେଖା ଦେଖି ହୋଇଥିଲେ ଓ ସୁଟ ପରେ ରିତିକା ରୋହିତଙ୍କ ପାଖୁ ଆସି କହିଥିଲେ କୌଣସି ଅସୁବିଧା ହେଲେ ମତେ କହିବ। ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା ଓ ପରେ୧୩ଡିସେମ୍ବର ୨୦୧୫ କୁ ଦୁହେଁ ବିବାହ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *