ରୋହିତଙ୍କ ଜାଗା ନେଇପାରନ୍ତି ଏହି ଷ୍ଟାର ବ୍ୟାଟ୍ସମାନ! କଣ ଟେଷ୍ଟରେ ମିଳିବନି ରୋହିତଙ୍କୁ ଚାନ୍ସ? ପଢନ୍ତୁ ପୁରା ଖବର

ଟିମ ଇଣ୍ଡିଆ ଏହି ମାସ ୨୬ ତାରିଖକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୩ ଟି ଟେଷ୍ଟ, ୩ ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାର ଅଛି। ଏହି ସିରିଜ ପୂର୍ବରୁ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ସୁନ୍ଦର ପ୍ରଦର୍ଶନ କରି ୧-୦ରେ ଜିତିଥିଲା। ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଯୁବ ଖେଳାଳି ସୁନ୍ଦର ପ୍ରଦର୍ଶନ କରିଥିଲେ ଓ ଏହାଦ୍ୱାରା ସେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ମଧ୍ୟ ନିଜ ଜାଗା ମଜବୁତ କରିପାରନ୍ତି।

Google

ରୋହିତଙ୍କ ପାଇଁ ଅସୁବିଧା ହୋଇପାରେ:ଦକ୍ଷିଣ ଆଫ୍ରିକା ସିରିଜରେ ଟିମ ଇଣ୍ଡିଆର ଓପନିଙ୍ଗ ପାଇଁ ରୋହିତ ଶର୍ମା ପ୍ରଥମ ପସନ୍ଦ ଅଟନ୍ତି। କିନ୍ତୁ ତାଙ୍କ ବ୍ୟାଟ ଗୋଟେ ମ୍ୟାଚରେ ବି ଯଦି ନନକରିବ ତେବେ ତାଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ।ଏହାର କାରଣ ଏହାକି ଟିମରେ ମୟଙ୍କ ଅଗ୍ରୱାଲ ଆଗରୁ ଉପସ୍ଥିତ ଅଛନ୍ତି। ଅଳ୍ପ ଦିନ ତଳେ ନ୍ୟୁଜିଲାଣ୍ଡ ସିରିଜରେ ମୟଙ୍କ ଅଗ୍ରୱାଲ ଯେଉଁପରି ପ୍ରଦର୍ଶନ କରିଛନ୍ତି ତାଙ୍କ ନାମ ପ୍ରସିଦ୍ଧ ହୋଇଯାଇଛି। ଯେଉଁଠି ବଡ଼ ବଡବ୍ୟାଟ୍ସମ୍ୟାନ ଭଲ ଖେଳିପାରିନଥିଲେ ସେଇଠି ମୟଙ୍କ ଅଗ୍ରୱାଲ ଦୁଇଟି ଯାକ ପାରିରେ ଭଲ ପ୍ରଦର୍ଶନ କରିଥିଲେ।

ମୟଙ୍କ ଅଗ୍ରୱାଲଙ୍କ ସୁନ୍ଦର ଫର୍ମ:ମୟଙ୍କ ଅଗ୍ରୱାଲ ସୁନ୍ଦର ଫର୍ମରେ ଅଛନ୍ତି ଓ ତାଙ୍କ ବ୍ୟାଟରୁ ଏବେ ଭଲ ରନ ବାହାରୁଛି। ସେ ନ୍ୟୁଜିଲାଣ୍ଡ ସହ ମୁମ୍ବାଇ ଟେଷ୍ଟର ପ୍ରଥମ ପାରିରେ ୧୫୦ ରନ କରିଥିବା ବେଳେ ଦ୍ୱିତୀୟ ପାରିରେ ୬୨ ରନ କରିଥିଲେ। ଏହି କାରଣରୁ ତାଙ୍କୁ ସେହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପାଇଁ ମଧ୍ୟ ତାଙ୍କୁ ଜାଗା ମିଳିପାରେ। କିନ୍ତୁ ସେ ଚୂଡାନ୍ତ ଏକଦଶରେ ଖେଳିବା ପାଇଁ ରାହୁଲ ବା ରୋହିତ ଶର୍ମାଙ୍କୁ ବାହାରିବାକୁ ପଡିବ।

Google

ରାହୁଲଙ୍କ ସାଙ୍ଗରେ କରିସାରିଛନ୍ତି ପାରିର ଆରମ୍ଭ:କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ବହୁତ ଭଲ ସାଙ୍ଗ ଅଟନ୍ତି ଓ ଦୁହେଁ ପଞ୍ଜାଵ କିଙ୍ଗସ ପାଇଁ ଖେଳିଥାନ୍ତି। ଦୁହେଁ ଭଲ ବ୍ୟାଟିଙ୍ଗ ଦ୍ଵାରା ପଞ୍ଜାଵ କିଙ୍ଗସକୁ ଅନେକ ମ୍ୟାଚ ଜିତାଇଛନ୍ତି। ଏବେ ମୟଙ୍କଙ୍କୁ ରାହୁଲଙ୍କ ସହ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଓପନିଙ୍ଗ ମୌକା ଦିଆଯାଇପାରେ।

୨୬ ଡିସେମ୍ବରରୁ ଆରମ୍ଭ ହୋଇପାରେ ଦକ୍ଷିଣ ଆଫ୍ରିକା ଗ୍ରସ୍ତ: ବିସିସିଆଇ କହିଛନ୍ତି କି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ୨୬ ଡିସେମ୍ବରରୁ ଆରମ୍ଭ ହେବ। ଏହି ସମୟରେ ଭାରତୀୟ ଟିମ ତିନୋଟି ଟେଷ୍ଟ, ତିନୋଟି ଏକଦିବସିୟ ଓ ଚାରିଟି ଟି-୨୦ ଖେଳିବ। ଦ୍ୱିତୀୟ ଟେଷ୍ଟ ୩-୭ ଜାନୁଆରୀ ରୁ ଖେଳାଯିବ,ତୃତୀୟ ଟେଷ୍ଟ ୧୧-୧୫ ଜାନୁଆରୀରେ ଖେଳାଯିବ। ତିନୋଟି ଏକଦିବସିୟ ୧୯,୨୧, ଓ ୨୩ ଜାନୁଆରୀକୁ ଖେଳାଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.